LIFESTYLE

ପେଟରେ ଥିବା ଷ୍ଟୋନ ଦୂରେଇବାରେ ସାହାଯ୍ୟ କରିଥାଏ ଏହି ପରିବା! ଜାଣନ୍ତୁ

By Krishna Kumar Manoj

February 01, 2018

ସବୁଜ ପନିପରିବା ଦେହକୁ ରଖେ ତାଜା ଏବଂ ସୁସ୍ଥ । କିନ୍ତୁ ଅନେକ ଲୋକ କେତେଗୁଡିଏ ପନିପରିବାକୁ ବାରଣ କରିଥାଆନ୍ତି । ଆଉ ସବୁବେଳେ ଡାକ୍ତରମାନେ ବି ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି । କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ । ଏହି ସବୁଜ ପନିପପରିବା ଔଷଧ ଠାରୁ ବି ଅଧିକ କାମ କରିଥାଏ । ସେହିଭଳି ଏକ ଉପକାରୀ ସବୁଜ ପରିବା ହେଉଛି ଜହ୍ନୀ । ଯାହା ଶରୀର ପାଇଁ ଖୁବ ଉପକାରୀ । ଭିଟାମିନ ଓ ମିନେରାଲରେ ଭରପୂର ଜହ୍ନୀ । ପେଟରେ ଥିବା ଷ୍ଟୋନ ଦୂରେଇବାରେ ସାହାଯ୍ୟ କରିଥାଏ ଏହି ପରିବା ।

ଏହା ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ

ପଢନ୍ତୁ ;

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ !