Featured

ସାଓମୀ ଓ ରିଲାଏନ୍ସ ଜିଓର ଅଫର : ରେଡ୍‌ମି କିଣିଲେ ଜିଓର ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌

କମ୍ପାନି ସାଓମୀ ଓ ରିଲାଏନ୍ସ ଜିଓର ନୂଆ ଅଫର । ଏହି ଭଳି ଏକ ଅଫର ସ୍ମାର୍ଟଫୋନ କମ୍ପାନି ସାଓମୀ ଓ ରିଲାଏନ୍ସ ଜିଓ ମିଶି ବାହାର କରିଛନ୍ତି । ଯଦି ଗ୍ରାହକ ରେଡ୍‌ମି ନୋଟ୍‌ ୫ ଓ ରେଡ୍‌ମି ନୋଟ୍‌ ୫ ପ୍ରୋ କିଣିବ ତେବେ ଏହି ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌ ଲାଭ ଉଠେଇ ପାରିବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

କମ୍ପାନି ସାଓମୀ ଓ ରିଲାଏନ୍ସ ଜିଓର ଅଫର

୧- ପ୍ରଥମେ ସାଓମୀ କମ୍ପାନୀର ସ୍ମାର୍ଟଫୋନ ରେଡ୍‌ମି ନୋଟ୍‌ ୫ ଓ ରେଡ୍‌ମି ନୋଟ୍‌ ୫ ପ୍ରୋ କିଣନ୍ତୁ ।

୨- ଏହା ପରେ ରିଲାଏନ୍ସ ଜିଓ ଆକ୍ଟିଭି କରନ୍ତୁ ।

୩-ମାଇ ଜିଓ ଆପ୍‌କୁ ଯାଇ ୧୯୮ ବା ୨୯୯ ଟଙ୍କିଆ ପ୍ଲାନ ନେବାକୁ ହେବ ।

୪- ପ୍ରଥମ ତିନିମାସ ଆପଣଙ୍କୁ ଜିଓ କମ୍ପାନୀର ଡବଲ ବେନିଫିଟ ମିଳିବ ।  ଯେମିତି ଅନ୍ୟ ଗ୍ରାହକ ନିୟମିତ ୨ ଜିବି ଡାଟା ପାଇଲେ ଆପଣ ପାଇବେ ୪ ଜିବି ଡାଟା ।

୫- ଏବେ ୫୦ ଟଙ୍କା ହିସାବରେ ୪୪ଟି ଭାଉଚର କ୍ୟାସବ୍ୟାକ୍‌ ରୂପରେ ଜିଓ ଆପଣଙ୍କୁ ଦେବ । ତେବେ ମନେରଖିବେ ଏହି ଭାଉଚର ଆପଣ ଥରକୁ ୫୦ ଟଙ୍କା ବ୍ୟବହାର କରିପାରିବେ।

ପଢନ୍ତୁ ;

ଆଇପିଏଲର ପ୍ରଥମ ମୁକାବିଲା ହେବ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ

Related posts

“ମନଖୋଲା ହସୁଥିବା ବ୍ୟକ୍ତି ଦୀର୍ଘଜୀବୀ ” ଜାଣନ୍ତୁ ଏହାର କାରଣ

ENO Beuro

Mahashivratri, The Holy Festival And Its Celebration

ENO Beuro

ମୁହଁ ହେଉଛି ସୁନ୍ଦରତାର ମୁଖ୍ୟ ଅଂଶ, ମୁହଁର ଯତ୍ନ ପାଇଁ ଯାଣନ୍ତୁ କିଛି ଘରୋଇ ଉପଚାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More