SPORTS

ଧୋନୀଙ୍କ ସହ ରିଶବଙ୍କ ତୁଳନାକୁ ନାପସନ୍ଦ କଲେ ବୋଲିଂ କୋଚ ଭରତ ଅରୁଣ

bharat arun

ନିକଟରେ ଧୋନୀଙ୍କ ସହ ପନ୍ତଙ୍କୁ ସୋସିଆଲ ମିଡିଆରେ ବହୁଳ ଭାବେ ତୁଳନା କରାଯାଉଛି। ଏହାର ପ୍ରତିବାଦରେ ଇଣ୍ଡିଆର ବୋଲିଂ କୋଚ ଭରତ ଅରୁଣ ନାପସନ୍ଦ କରିଛନ୍ତି। ସେ କହିଛନ୍ତିକି ଧୋନୀ ଅବସର ପରେ ଟିମ ଇଣ୍ଡିଆରେ ଯେଉଁ ଶୂନ୍ୟସ୍ଥାନ  ହେବେ ତାହା କେହି ପୂରଣ କରିପାରିବେ ନହିଁ। ଯୁବ ତାରକା ରିଶବ ପନ୍ତଙ୍କୁ ଧୋନୀଙ୍କ ବିକଳ୍ପ ବୋଲି ଭାବିବା ଭୁଲ। ଧୋନୀ ୱିକେଟ  ପଛରେ ରହି କେବଳ ୱିକେଟ କିପିଙ୍ଗ କରିନଥାନ୍ତି ବରଂ ସେ ଦଳକୁ ମାର୍ଗ ଦର୍ଶନ କରନ୍ତି। ଏପରିକି ସଙ୍କଟ ସମୟରେ କ୍ରିକେଟ ଅଧିନାଯକ ବିରାଟ କୋହଲି ମଧ୍ୟ ତାଙ୍କର ପରାମର୍ଶ  ଲୋଡିଥାନ୍ତି।

rishab pant with dhoni
rishab pant with dhoni

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାଯକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ୟାରିୟରର ଅପରାହ୍ନରେ  ଥିବାବେଳେ ଅବିଶ୍ଵସନୀୟ ବ୍ୟାଟିଂ  ଦକ୍ଷତାକୁ ନୃ ଚର୍ଚାରେ ରେହିଥିବା ରିସବ ପନ୍ତ ଦୁର୍ବଳ ୱିକେଟ କିପିଙ୍ଗ କୁ ନେଇ ଚର୍ଚାରେ ରହିଛନ୍ତି।

ପଢନ୍ତୁ: ୧୩ରୁ ୧୬ ଯାଏ ବର୍ଷା ସହ ପବନ ସମ୍ଭାବନା

Related posts

ତୃତୀୟ ଟ୍ବେଣ୍ଟି-୨୦:ନ୍ୟୁଜିଲାଣ୍ଡ ୨-୧ରେ ବିଜୟୀ

ENO Beuro

ଡୋପ୍ ଟେଷ୍ଟରେ ବିଫଳ ଓଡ଼ିଆ ୱେଟଲିଫ୍ଟର କେ. ରବିକୁମାର ନିଲମ୍ବିତ

Ratnamani Moharana

ହକି ଟୁର୍ଣ୍ଣାମେଣ୍ଟ ପାଇଁ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ହକି ଟିମ୍‌

Ratnamani Moharana

Leave a Comment