• Home
  • News
  • ମହାରାଷ୍ଟ୍ର ଖଣ୍ଡାଲାରେ ଦୁର୍ଘଟଣା: ବ୍ୟାରିକେଡରେ ପିଟିହେଲା ମିନିଟ୍ରକ୍‌ ୧୭ ମୃତ
News

ମହାରାଷ୍ଟ୍ର ଖଣ୍ଡାଲାରେ ଦୁର୍ଘଟଣା: ବ୍ୟାରିକେଡରେ ପିଟିହେଲା ମିନିଟ୍ରକ୍‌ ୧୭ ମୃତ

ମହାରାଷ୍ଟ୍ର ଖଣ୍ଡାଲାରେ ସଡକ ଦୁର୍ଘଟଣା

ମହାରାଷ୍ଟ୍ରର ଖଣ୍ଡାଲା ଅଂଚଳରେ ଏକ ବଡ ସଡକ ଦୁର୍ଘଟଣାରେ ୧୭ ଲୋକଙ୍କ ମୃତ୍ୟୁ ହୋଇଛି। ଭିଜାପୁରରୁ ଶ୍ରମିକମାନଙ୍କୁ ନେଇ ଉକ୍ତ ମିନିଟ୍ରକ୍‌ଟି ଶିରଭାଲ ଯାଉଥିବା ବେଳେ ଶିରପାଲ ନିକଟରେ ଏକ ବାଙ୍କ ବୁଲିବା ସମୟରେ ଭାରସାମ୍ୟ ହରାଇ ବ୍ୟାରିବେଡରେ ପିଟି ହୋଇଯାଇଥିଲା। ଫଳରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପୁନେ-ସତାରା ହାୱଡା ଉପରେ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସବୁ ଲୋକ ଶମିକ ଥିଲେ। ସେମାନେ କର୍ଣ୍ଣାଟକରୁ ଟ୍ରକରେ ଏମଆଇଡିସି ଯାଉଥିଲେ।ଏହି ଘଟଣାର ସୂଚନା ପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଂଚି ଆହାତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇର୍ ପଠାଯାଇଛି।

ସୂଚନାଯୋଗ୍ୟ,ଏହି ଭଳି ଏକ ଘଟଣା ସୋମବାର ହିମାଚଳ ପ୍ରଦେଶରେ ମଧ୍ୟ ହୋଇଛି। ଏଠାରେ ଏକ ସ୍କୁଲ ବସ ସ୍କୁଲ ଛୁଟି ପରେ ପିଲାଙ୍କୁ ଘରେ ଛାଡିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୪୦ଜଣ ଶିଶୁଙ୍କ ସମେତ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ମହାରାଷ୍ଟ୍ର ଖଣ୍ଡାଲାରେ ଦୁର୍ଘଟଣା: ବ୍ୟାରିକେଡରେ ପିଟିହେଲା ମିନିଟ୍ରକ୍‌ ୧୭ ମୃତ accident

ପଢନ୍ତୁ; ସୋସିଆଲ ମିଡିଆରେ ଭାଇରାଲ ହେଲା ବର୍ଷାଙ୍କ ହୃଦୟର କଥା!

Related posts

ଜୁଲାଇ ୨୮ ଏବଂ ୨୯ ରେ ଲକ୍ଷ୍ନୌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

Krishna Kumar Manoj

କଂପ୍ୟୁଟରୀକରଣ ହେବ ଡାକସେବା – ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଳା

Krishna Kumar Manoj

ଲଘୁଚାପ ହେଲା ଅବପାତ:୧୧ରେ ଆଉ ଏକ ଲଘୁଚାପ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More