News

ମଧ୍ୟପ୍ରଦେଶ: ପୋଲ ଉପରୁ ଖସିପଡ଼ିଲା ମିନିଟ୍ରକ୍‌ ,୨୧ ମୃତ୍ୟୁ

ମଧ୍ୟପ୍ରଦେଶର ସିଦ୍ଧି ନକଟରେ ଏକ ଟ୍ରକ ସୋନୀ ନଦୀକୁ ଖସି ପଡ଼ିବାରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣଙ୍କ ଜୀବନ ଡାକ୍ତରଖାନାରେ ଯାଇଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତବ୍ୟକ୍ତିଙ୍କ ସମ୍ପର୍କୀୟମାନଙ୍କ ପାଇଁ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି।

ସିଙ୍ଗ୍ରୁଲି ଜିଲ୍ଲାର ଦେଓସାର୍‌ ତହସିଲ୍‌ ଅଧୀନ ହରବିର୍ଜି ଗାଁର ମୁଜ୍ଜାବ୍ଦିଲ୍‌ ଖାଁ ବିବାହ କରୁଥିଲେ। ବିବାହ ପଟୁଆର ସିନ୍ଧ୍‌ ଜିଲ୍ଲା ଅନ୍ତର୍ଗତ ସିହାଓ୍ଵାଲ୍‌ ତହସିଲ୍‌ ଅଧୀନ ପମରିଆ ଗାଁ’କୁ ଯାଉଥିଲା ଉଦ୍ଧାର ଗାଡ଼ି ସହାୟତାରେ ପୁଲିସ ଆହତମାନଙ୍କୁ ଜିଲ୍ଲା ହସ୍‌ପିଟାଲ୍‌କକୁ ପଠାଇଛି।

ପଢନ୍ତୁ; ମହିଳା ସାମ୍ବାଦିକଙ୍କ ଗାଲ ଥାପୁଡ଼ାଇଥିବାରୁ ବିବାଦରେ ତାମିଲନାଡୁ ରାଜ୍ୟପାଳ!

Related posts

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ ହେବ ଫିରୋଜଶାହା କୋଟଲା ଷ୍ଟାଡିୟମର ଗେଟ

ENO Beuro

ଜଳବାୟୁ ପରିବତ୍ତର୍ନ ଲାଗି ଭାରତକୁ ଦୋଷ ଦେଲେ ଡୋନାଲ୍ଡ ଟ୍ରମ୍ଫ

Ratnamani Moharana

ରାଞ୍ଚିଠାରେ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment