News

ଘାଟିକୁ ଖସିଲା ବସ୍, ୧୧ ମୃତ

ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୁର୍ତ୍ୟୁ ହୋଇଥିବାବେଳେ ୧୯ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଅବସ୍ଥା ଗୁରୁତର ରହିଛି ।

bus

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଗୋଟାଏ ତୀଖା ବୁଲାଣିରେ ଚାଳକ ବସ୍‌କୁ ନିୟନ୍ତ୍ରଣ କରି ନ ପାରି ଥିବା ପରି ମନେ ହେଉଛି। ଭାଙ୍ଗିରୁଜି କଦର୍ଯ୍ୟ ହୋଇ ଯାଇଥିବା ବସ୍‌ଟି ଖାଇ ଚଟାଣର ନିକଟରେ ଥିବା ଏକ ନଈକୂଳରେ ପଡ଼ିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତାହତଙ୍କୁ ଉଦ୍ଧାର କରି ଆହତଙ୍କୁ ନିକଟସ୍ଥ ମଣ୍ଡି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

ପଢନ୍ତୁ; ସରିଲା ବିଧାନସଭା ନିର୍ବାଚନ, ୧୧ରେ ଗଣତି

Related posts

ପୁଣିଥରେ ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବେ ଜେଟଲୀ

ENO Beuro

ଓଡିଶା ସମେତ ୧୪ଟି ରାଜ୍ୟରେ ଝଡତୋଫାନ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ !

ENO Beuro

ଭାରତ ୨୦୨୫ ରେ ରପ୍ତାନୀ ଦୁଇଗୁଣ କରିବ: ସୁରେଶ ପ୍ରଭୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More