News

ଭୁବନେଶ୍ଵର ଯୁବତୀଙ୍କୁ ପିଛା କରି ଛାତ୍ରୀଙ୍କଠାରୁ ଛେଚା ଖାଇଲେ ରୋଡ ରୋମିଓ

Road 750x430

ବିଚ୍ ରାସ୍ତାରେ ଯୁବକଙ୍କୁ ପିଟିଲେ ଯୁବତୀ, ଭିଡ଼ିଓ ଭାଇରାଲ୍

ରୋଡ୍ ରୋମିଓଙ୍କୁ ଉତ୍ତମ ମଧ୍ୟମ । ଛାତ୍ରୀଙ୍କୁ ପିଛା କରି ଶେଷରେ ସେହି ଛାତ୍ରୀଙ୍କୁ ଠାରୁ ଛେଚା ଖାଇଲେ  ଯୁବକ । ତେବେ ଏଭଳି ଘଟଣା ଘଟିଛି ରାଜଧାନୀର ଜଗନ୍ନାଥ ନଗରରେ । ଘଟଣାଟି ଏପରିକି ଥିଲା ଯେ, ଗତକାଲି ଜଣେ ବିଟେକ୍‌ ଛାତ୍ରୀ ରାସ୍ତାରେ ଗାଡି ନେଇ ଯାଉଥିବା ବେଳେ ଦୁଇଜଣ  ଯୁବକ ତାଙ୍କ ପିଛା କରିଥିଲେ । ଏପିରିକି ଯୁବତୀ ଜଣକ ନିଜ ରୁଟ୍ ବଦଳାଇଦେବା ସତ୍ବେ ବି ଦୁଇ ଯୁବକ ତାଙ୍କୁ ପିଛା କରିବା ଛାଡି ନଥିଲେ । ଶେଷରେ ଯୁବତୀ ଜଣକ ଅତିଷ୍ଟ ହୋଇ ସେମାନଙ୍କୁ ମଜା ଚଖେଇଥିଲେ ।

ଗାଡିରୁ ଓହ୍ଲାଇ ସେମାନଙ୍କୁ ଅଟକାଇବା ସହ ସେମାନଙ୍କୁ ବହୁତ ଗାଳି ଗୁଲଜ ମଧ୍ୟ କରିଥିଲେ ।କେବଳ ଏତିକି ନୁହେଁ ଏକା ଥାଇବି  ଡରି ନଯାଇ ସେମାନଙ୍କୁ ମୁହତାଡ ଜବାବ ଦେଇଥିଲେ । ଉଠବସ କରାଇବା ସହ ଧୁମ ମାଡ ମଧ୍ୟ ମାରିଥିଲେ ଆଉ ଏଭଳି କେବେ କାହା ସହ ନକରିବାକୁ ଉକ୍ତ ଯୁବକଙ୍କୁ ଚେତାବନୀ  ମଧ୍ୟ ଦେଇଥିଲେ ଯୁବତୀ ଜଣକ ।

Photo 1
Photo 1

ପଢନ୍ତୁ: ୧୮ ଟଙ୍କା ମାଗି ୧୧,୫୧୮ ଟଙ୍କା ଜରିମାନା ଦେଲା ବିଗ୍ ବଜାର

Related posts

ମୌସୁମୀ ଆଗମନରେ ଓଡିଶାରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା

Ratnamani Moharana

ଆଜି କେନ୍ଦ୍ରାପଡ଼ା ବନ୍ଦ,ସହରରେ ୧୪୪ ଧାରା, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ENO Beuro

ପୁଣି କମିଲା ବସ୍ ଭଡା

ENO Beuro

1 comment

ଟ୍ରାଫିକ୍ କ୍ୟାମେରା ଉଜାଡ଼ି ଦେଲା ସଂସାର September 9, 2019 at 2:13 pm

[…] ଭୁବନେଶ୍ଵର ଯୁବତୀଙ୍କୁ ପିଛା କରି ଛାତ୍ରୀଙ… […]

Leave a Comment