ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଆପଣମାନେ ସମସ୍ତେ କଞ୍ଚା ପିଆଜ ସେବନର ଫାଇଦା ବିଷୟରେ ଶୁଣିଥିବେ ବା ଜାଣିଥିବେ । କିନ୍ତୁ କେବେ ଶୁଶିଛନ୍ତି କି ଭଜା ପିଆଜ ମଧ୍ୟ ଅନେକ ଫାଇଦା ଦେଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଭଜା ପିଆଜର ଫାଇଦା ।
ଆପଣମାନେ ସମସ୍ତେ କଞ୍ଚା ପିଆଜ ସେବନର ଫାଇଦା ବିଷୟରେ ଶୁଣିଥିବେ ବା ଜାଣିଥିବେ । କିନ୍ତୁ କେବେ ଶୁଶିଛନ୍ତି କି ଭଜା ପିଆଜ ମଧ୍ୟ ଅନେକ ଫାଇଦା ଦେଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଭଜା ପିଆଜର ଫାଇଦା ।
ଭଜା ପିଆଜ ସେବନ ଦ୍ୱାରା ଭିଟାମିନ୍, ଫୋଲେଟ, ପୋଟାସିୟମ ଏବଂ କ୍ୟାଲସିୟମ ଭଳି ପୋଷକ ତତ୍ୱ ଶରୀରକୁ ମିଳିଥାଏ । ଯାହାଦ୍ୱାରା ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ ।
ଭଜା ପିଆଜରୁ ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ । ଯାହାଦ୍ୱାରା ଶରୀରର ହାଡ ମଜବୁତ ହୋଇଥାଏ ।
ସେହିପରି ଭଜା ପିଆରେ ପ୍ରଚୁର ପରିମାଣର ଫାଇବର ରହିଛି । ଯାହାଦ୍ୱାରା ପାଚନତନ୍ତ୍ର ମଜବୁତ ହୁଏ ଏବଂ ପେଟ ସମସ୍ୟା ଦୂର ହୁଏ ।
ଭଜା ପିଆଜ ସେବନ ଦ୍ୱାରା ବଡି ଡିଟକ୍ସ ହୋଇଥାଏ । ଆପଣ ସାଲାଡ ବା ଅନ୍ୟ କୌଣସି ଖାଦ୍ୟରେ ଭଜା ପିଆଜ ପକାଇ ଖାଇପାରିବେ ।
ଭଜା ପିଆଜରୁ ମିଳୁଥିବା ପୋଟାସିୟମ ଏବଂ ମିନେରାଲ୍ସ କିଡନୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।