News

କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

mandir

ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ କାଳୀ ମନ୍ଦିରରୁ ଲୁଟ ହୋଇଥିବା ଜଣାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରାମାନେ କାଳୀ ମନ୍ଦିରର ତାଲା ଭାଙ୍ଗି ପ୍ରାୟ ୨୦ ଭରି ସୁନା ଗହଣା ସହ ଦାନ ବାକ୍ସ, ଟଙ୍କା ଓ ବାସନକୁସନ ଲୁଟି ନେଇଛନ୍ତି।

mandir

ଏହା ସହ ଦାନବାକ୍ସକୁ ମଧ୍ୟ ନେଇଯାଇଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିବା ପରେ ଚୋରିର ପ୍ରକୃତ ତଥ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ସେହିପରି ଆଊ ଏକ ମନ୍ଦିରରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ପଢନ୍ତୁ; ପେଥାଇ ଉଜାଡିଲା ୧୬ ଜିଲ୍ଲାରେ ଫସଲ

Related posts

ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଉପରେ ମାଡ଼ି ଗଲା ଟ୍ରକ୍‌,ଗୋଟିଏ ପରିବାରର ୩ ମୃତ

ENO Beuro

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଯାତ୍ରୀମାନଙ୍କ ଠାରୁ ଲୁଟ୍‌ପାଟ୍‌

ENO Beuro

ପୁରୀରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ନାଳକୁ ଖସି ପଡିଲା ବୋଲେରୋ ,୫ ମୃତ

ENO Beuro

Leave a Comment