News

ଜମି ଦୁର୍ନୀତି ମାମଲା: ଜୟପୁର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

robert-vadra

ବିକାନେର ଜମି ଦୁର୍ନୀତି ମାମଲାରେ କଂଗ୍ରେସ ମହାସଚୀବ ପ୍ରିୟଙ୍କା ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବଂ ତାଙ୍କ ମାଆ ମୋରିନ୍ ମଙ୍ଗଳବାର ଦିନ ରାଜସ୍ଥାନର ଜୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ୍‌ରେ ହାଜର ହୋଇଛନ୍ତି। ବିକାନେର ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଉଭୟଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରୀ କରାଯାଇଥିଲା। ୧୧ ଜଣ ଅଫିସର, ୫୫ପ୍ରଶ୍ନ ସହ ତାଙ୍କୁ ଗତକାଲି ୯ ଘଣ୍ଟା ଧରି ଜେରା କରିଥିଲେ ।

ଭଦ୍ରା ଜମି ଘୋଟାଲା ମାମଲାରେ ଜୟପୁରରେ ଇଡି ସମ୍ମୁଖରେ ପ୍ରଥମ ଥର ପାଇଁ ହାଜର ହୋଇଛନ୍ତି। ଏହା ପୂର୍ବରୁ ଇଡି ତାଙ୍କୁ ଦିଲ୍ଲୀରେ କ୍ରମାଗତ ତିନି ଦିନ ଫେବୃଆରୀ ୭ ରୁ ୯ ପର୍ଯ୍ୟନ୍ତ ଜେରା କରୁଥିଲା।

ଇଡି ଭଦ୍ରାଙ୍କୁ ଫେବୃଆରୀ ୭ରେ ପାଞ୍ଚ ଘଣ୍ଟା ଜେରା କରିଥିବା ବେଳେ ଶୁକ୍ରବାର ପାଖାପଖି ୯ ଘଣ୍ଟା ଜେରା କରିଥିଲା। ଏହି ପରି ଫେବୃଆରୀ ୯ରେ ଇଡି ଭଦ୍ରାଙ୍କୁ ପ୍ରାୟ ଆଠ ଘଣ୍ଟା ଜେରା କରିଥିଲା।

ପଢନ୍ତୁ;  ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌,ମିଳିବ ଅନେକ ସୁଫଳ

Related posts

ସୌରଜଗତରେ ପୃଥିବୀ ପରି ଆଉ ଏକ ଗ୍ରହ, ଯେଉଁଠି ମନୁଷ୍ୟ ଜୀବନ ସମ୍ଭବ

ENO Beuro

ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ

ENO Beuro

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

Leave a Comment