EnewsOdia.Com

ଦିଲ୍ଲୀର ଦୀପାବଳିରେ ଫୁଟିବନି ରକେଟ ଆଉ ବମ୍

ପ୍ରତିବର୍ଷ ଦିପାବଳୀରେ ହେଉଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ ଏଥର କଡ଼ା ନିୟମ ଆପଣେଇଛନ୍ତି । ପ୍ରଦୂଷଣକୁ ରୋକିବା ପାଇଁ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ରକେଟ୍ ଏବଂ ବମ୍ ଫୁଟାଇବାରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ ।ଚଳିତ ବର୍ଷ କେବଳ ଇକୋ- ଫ୍ରେଣ୍ଡଲି ବାଣ ଫୁଟାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି ସୁପ୍ରିମ କୋର୍ଟ । ଏଥି ମଧ୍ୟରେ କୁମ୍ପି, ଝିରଝିରି ସାମିଲ ରହିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ପ୍ରେସ କନଫରେନ୍ସ ଜରିଆରେ ଦିଲ୍ଲୀ ଏବଂ ଏନସିଆର ସହରରେ ରହୁଥିବା ଲୋକଙ୍କୁ ଇକୋ- ଫ୍ରେଣ୍ଡଲି ବାଣ ଫୁଟାଇବା ପାଇଁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ପ୍ରଦୂଷଣର ମାତ୍ରାକୁ କମ୍ କରିବା ପାଇଁ ଆମେ ସହରବାସୀଙ୍କ ସହାୟତା ଲୋଡୁଛୁ । ତେଣୁ କେବଳ କୁମ୍ପୀ ଓ ଝୁରଝୁରୀକୁ ଅନୁମତି ଦେଇଛନ୍ତି କୋର୍ଟ ।

ପଢନ୍ତୁ: ୨୮ ତାରିଖରେ ବାତ୍ୟା ନେଇ ସୋସିଆଲ ମିଡିଆରେ ଗୁଜବ

ସମ୍ବନ୍ଧିତ ଖବର

ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘କ୍ୟାର’

Ratnamani Maharana

ଆଫଗାନିସ୍ତାନ ମସ୍‌ଜିଦରେ ବିସ୍ଫୋରଣ, ୬୨ ମୃତ ୩୬ ଆହତ

Ratnamani Maharana

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

୨୩ରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ୨୪ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Ratnamani Maharana