News

‘ରୋମିଓ’ ହେବ ଭାରତୀୟ ନୌସେନାର ଏକ ଅଂଶ

ଦେଶ ଦେଶ ମଧ୍ୟରେ ଲାଗି ରହିଛି ତିକ୍ତତା। ତେବେ ଏହି ତିକ୍ତତା କେତେବେଳେ ଯୁଦ୍ଧର ରୂପ ନେବ ତାହା ଆକଳନ କରିବା ସମ୍ଭବ ନୁହେଁ। ଏହି ଆଶଙ୍କାକୁ ଦୂର କରିବାପାଇଁ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ‘ରୋମିଓ ’। ଶେଷରେ ଆମେରିକା ଭାରତକୁ ମଏଚ-୬୦ ‘ରୋମିଓ ’ ସିହକ୍‌ ହେଲିକପ୍ଟର ବିକ୍ରି କରିବାକୁ ସହମତି ପ୍ରକାଶ କରିଛି।

ଶତ୍ରୁପକ୍ଷ ସମୁଦ୍ରରେ ମୃତୟନ କରୁଥିବା ବୁଡ଼ା ଜାହାଜକୁ ଧ୍ଵଂସ କରିବାରେ ‘ରୋମିଓ’ ମାହିର। ରୋମିଓର ସାମିଲ ହେବା ଭାରତର ପ୍ରତିରକ୍ଷା କ୍ଷେତ୍ର ଅଧିକ ମଜଭୁତ ହେବ। ଅନ୍ୟପଟେ ଏହା ବର୍ତ୍ତମାନ ଚୀନର   ନିଦ ହଜାଇ ଦେଇଛି। ଏହି ଖବର ମିଳିବା ପରେ ଚୀନର ହୋସ୍‌ ଉଡ଼ିଯାଇଛି। କାରଣ ‘ରୋମିଓ’ ଭାରତୀୟ ନୌସେନାରେ ସାମିଲ ହେଲେ ପ୍ରଶାନ୍ତ ମହାସାଗର  ଅଞ୍ଚଳରେ ଭାରତର ପ୍ରାଧାନ୍ୟ ବୃଦ୍ଧି ପାଇବ, ଯାହା ଉପରେ ଚୀନ ଅଧିକାଂଶ ସମୟରେ ନିଜର ଅଧିକାର ଦେଖାଇ ଆସୁଛି।
ପଢନ୍ତୁ: ବିନା ଅନୁମତିରେ ମୋଦୀଙ୍କ ଭାଷଣର ସିଧା ପ୍ରସାରଣ କରାଯାଇଛି: ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ର

Related posts

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ମେଡିକାଲରୁ ଡିସଚାର୍ଜ ହେବେ ରିମା

ENO Beuro

ଫେବୃଆରୀରେ କୋରାପୁଟ ଆସିବେ ପ୍ରିୟଙ୍କା

ENO Beuro

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

ENO Beuro

Leave a Comment