• Home
  • Movie News
  • ଆଜି ପରଦାରେ ସୁଧାକର ବସନ୍ତ ଙ୍କ ଓଡିଆ ସିନେମା ରୋମିଓ ଜୁଲିଏଟ
Movie News

ଆଜି ପରଦାରେ ସୁଧାକର ବସନ୍ତ ଙ୍କ ଓଡିଆ ସିନେମା ରୋମିଓ ଜୁଲିଏଟ

ନିର୍ଦେଶକ ସୁଧାକର ବସନ୍ତ ଙ୍କ ବହୁ ପ୍ରତିଖିତ ନୂଆ ଓଡିଆ ସିନେମା ରୋମିଓ ଜୁଲିଏଟ ଆଜି ପରଦାରେ । ଦର୍ଶକଙ୍କୁ ସବୁବେଳେ ନୂଆ ନୂଆ ସିନେମା ଭେଟି ଦଉଥିବା ସୁଧାକର ବସନ୍ତ ଙ୍କ ତତ୍ବାବଧାନ ରେ ଏହି ସିନେମା ଟି ସମପର୍ଣ୍ଣ ହେଇଛି ।

ଏମ ଆର ମୁବୀଜ ବ୍ଯାନ୍ନର ରେ ଆସିଥିବା ଏହି ସିନେମା ରମେଶ ବାରିକ ଙ୍କ ଦ୍ଵାରା ପ୍ରୋଯୋଜିତ ।

ବର୍ଷା ଓ ଅରିନ୍ଦମ ଏଥିରେ ନାୟକ ନାୟିକା ଭୂମିକରେ ନଜର ଆସିବେ । ତାଙ୍କ ଛଡା ଏଥିରେ ମିହିର ଦାସ , ଜୀବନ ପଣ୍ଡା, ଗୁଡ୍ଡୁ , ଦୀପିକା  ଆଦି କଳାକାର ଙ୍କ ବିଶେଷ ଭୂମିକା ରହିଛି । ଗୁଡ୍ଡୁ  ଏଥିରେ କମେଡୀ ଚରିତ୍ର ରେ ନଜର ଆସିବେ ।

ହିଉମ୍ଯାନ ସାଗର, ଅନନ୍ୟା, ଦିପ୍ତିରେଖା ପ୍ରଭୁତି ଗୀତିକାର ଙ୍କ ଚମତ୍କାର ସ୍ଵରରେ ଏହି ସିନେମା ର ଗୀତା ଗୁଡିକ ଅତ୍ୟନ୍ତ ମଧୁର ହେଇଛି ।

ସୁବ୍ରତ ସ୍ଵାଇଁ ଓ ବସନ୍ତ ରାଜ ସାମଲ ଙ୍କ ବଳିଷ୍ଠ ଲେଖାକୁ ସୁମଧୁର ସ୍ଵର ରେ ସଜାଇଛନ୍ତି ଓଡିଆ ସଙ୍ଗୀତଜ୍ଞ ପ୍ରେମ ଆନନ୍ଦ ।

ଆଜି ପରଦାରେ ସୁଧାକର ବସନ୍ତ ଙ୍କ ଓଡିଆ ସିନେମା ରୋମିଓ ଜୁଲିଏଟ  ଆଜି ପରଦାରେ ସୁଧାକର ବସନ୍ତ ଙ୍କ ଓଡିଆ ସିନେମା ରୋମିଓ ଜୁଲିଏଟ

Related posts

Upcoming Odia Movie “Love Pain Kuchh Bhi Karega”

Jitendra

A Short Documentary Based On Odisha’s Celebrated Song “Rangabati”

Jitendra

ଝିଲିକ୍‌ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି ‘ତୁ ମୋ ହିରୋ’

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More