EnewsOdia.Com

ବ୍ରିଜ୍ ତଳେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍

ପୋଲ ତଲେ ଗଦା ଗଦା ୫୦୦ ଟଙ୍କିଆ ନୋଟ । କେଉଁଟା ଫାଟି ଯାଇଛି ତ ଆଉ କେଉଁଟା ଚିରି ଯାଇଛି । ସମ୍ବଲପୁର ଦେବଗଡ ୫୩ ନମ୍ବର ଜାତୀୟ ରାଜପଥ ସିନ୍ଦୁରପଙ୍କ ପାଖ ଡୁମ୍ବେସିଂହା ପୋଲ ତଳେ ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି ।ସମ୍ବଲପୁର ସଦର ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ ଏହି ଟଙ୍କା ଗୁଡିକ ଜବତ କରିଛି । ହୁଏତ କେହି ଆୟକର ଫାଙ୍କିବାକୁ ଏପରି ଟଙ୍କା ଫୋପାଡ଼ିଛି ବୋଲି ଆଶଙ୍କା କରାଯାଉଛି ।

ପୋଲର ୫୦୦ ମିଟରେ ଦୁର ରେ ପରିତ୍ୟକ୍ତ  ସ୍ଥାନରେ ଗଦା ଗଦା ୫୦୦ ଟଙ୍କିଆ ନୋଟ ଦେଖିବାକୁ ମିଳିଛି ।ଏହି ଖବର ବୁଧବାର ସକାଳେ ସ୍ଥାନୀୟ ଲୋକ ଜାଣିବା ପରେ ସ୍ଥାନୀୟ ଲୋକଙ୍କ ସୁଅ  ଛୁଟିଥିଲା  ଦୁଇ ତିନି ଦିନ ତଲେ ପୋଲ ତଳକୁ ଶୌଚ ପାଇଁ ଯାଇଥିବା ଲୋକେ ବସ୍ତା ଚିରରା ୫ ଶହ ଟଙ୍କିଆ ନୋଟ ତଳେ ବିଛେଇ ହୋଇଥିବା ଦେଖିଥିଲେ । ପୋଲତଳେ ପାଣି,ଓ ବୁଦା ଭିତରେ ପଡିଥିବା ଏହି ନୋଟ ଗୁଡିକ ସବୁ ଅଧା ନଷ୍ଟ ହୋଇଯାଇଛି । ତଥାପି  ଲୋକମାନେ ତାହାକୁ ଗୋଟାଇ ନେଉଥିଲ । ତେଵେ ଏହି ଫଟା ନୋଟ ଗୁଡିକ ସେହି ଅଂଚଳରେ ପବନରେ ଉଡୁଛି ।

ପଢନ୍ତୁ: ଚାଲିଗଲେ ‘କଟ୍‌, କପି ଆଣ୍ଡ୍‌ ପେଷ୍ଟ୍‍’ର ଉଦ୍‌ଭାବକ ଲ୍ୟାରି ଟେସ୍‌ଲର୍‌

ସମ୍ବନ୍ଧିତ ଖବର

‘ହୁନର ହାଟ’ରେ ‘ଲିଟ୍ଟି ଚୋଖା’ ଖାଇଲେ, ମାଟି କପ୍‌ରେ ଚା’ ପିଇଲେ ମୋଦି

Ratnamani Maharana

ବାତ୍ୟା ପାଇଁ ୯ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା

Ratnamani Maharana

ଏସପ୍ଲାନେଡ ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ

Ratnamani Maharana

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

Ratnamani Maharana

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

Ratnamani Maharana

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ଅର୍ଥନୀତିରେ ନୋବେଲ

Ratnamani Maharana