Loading...

ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ତେଣୁ ରଥଦାଣ୍ଡରେ ଅନେକ ଗହଳି ହେବ ବୋଲି ଆକଳନ ହୋଇଛି ।

ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ତେଣୁ ରଥଦାଣ୍ଡରେ ଅନେକ ଗହଳି ହେବ ବୋଲି ଆକଳନ ହୋଇଛି । ବୁଧବାର ସଂଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଥିବା ଗୌରୀ କଲ୍ୟାଣ ମଣ୍ଡପରେ କମିଶନରେଟ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ, ଟ୍ରାଫିକ ଡିସିପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ପୋରେଟର ଉପସ୍ଥିତ ଥିଲେ ।କେମିତି ନୀତିକାନ୍ତି ଠାରୁ ଆରମ୍ଭ କରି ରଥା ଟଣା କାମ ସୁରୁଖୁରରେ ଶେଷ ହେବ ସେ ନେଇ ଆଲୋଚନା ହୋଇଥିଲା ।  ଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଏହି ସମୟରେ ଆଲୋଚନା ହୋଇଥିଲା । ସେପଟେ ଆଜ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପରିସରରେ ବସିବାକୁ ଥିବା ପ୍ରସ୍ତୁତି ବୈଠକରେ ଯୋଗ ୩ ପ୍ରମୁଖ ନିଯୋଗର ସଭାପତି ଦେଇନପାରନ୍ତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.