Loading...

ସାଢେ ୧୧ଟାରୁ ଯୁଦ୍ଧ ବିରତି ଘୋଷଣା କଲା ଋଷ

ସାଢେ ୧୧ଟାରୁ ଯୁଦ୍ଧ ବିରତି ଘୋଷଣା କଲା ଋଷ

ପୁଟିନଙ୍କ ଯୁଦ୍ଧ ବିରତି ଘୋଷଣା ! ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ ଘୋଷଣା କରିଛନ୍ତି । ଭାରତୀୟ ସମୟାନୁସାରେ ସାଢେ ୧୧ଟାରୁ ଅସ୍ତ୍ର ବିରତି ଲାଗୁ ହୋଇଛି ।

ପୁଟିନଙ୍କ ଯୁଦ୍ଧ ବିରତି ଘୋଷଣା ! ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ ଘୋଷଣା କରିଛନ୍ତି । ଭାରତୀୟ ସମୟାନୁସାରେ ସାଢେ ୧୧ଟାରୁ ଅସ୍ତ୍ର ବିରତି ଲାଗୁ ହୋଇଛି ।

କୁହାଯାଉଛି ଯେ, ୟୁକ୍ରେନରେ ଫସିଥିବା ସାଧାରଣ ନାଗରିକଙ୍କ ଉଦ୍ଧାର ପାଇଁ  ପୁଟିନ ଯୁଦ୍ଧ ବିରତ୍ତି ଘୋଷଣା କରିଛନ୍ତି । ଫସିଥିବା ଲୋକେ ନ ବାହାରିବା ଯାଏଁ ଆକ୍ରମଣ କରାଯିବ ନାହିଁ ।

ସୂଚନାଯୋଗ୍ୟ, ଗତ ୧୦ ଦିନ ଧରି ଉଭୟ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ୟୁଦ୍ଧ ଜାରି ରହିଛି । ଏଥିରେ ହଜାର ହଜାର ସୈନ୍ୟ ଓ ନାଗରିକ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଉଭୟ ଦେଶ ମଧ୍ୟରେ ଦ୍ୱିତୀୟ ସ୍ତରୀୟ ଆଲୋଚନା ହୋଇଥିଲା । ତୃତୀୟ ପର୍ଯ୍ୟାୟ ଆଲୋଚନା ଶନିବାର କିମ୍ବା ରବିବାର ହୋଇପାରେ ବୋଲି ଆଶା କରାଯାଉଛି ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.