ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଖୁବ ଶୀଘ୍ର କିଭ୍କୁ ଅଧିକୃତ କରିପାରେ। ଗତ ୩ ଦିନ ହେବ ରୁଷ ସେନା ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ସହ ୟୁକ୍ରେନକୁ ପଛକୁ ହଟାଇବା ପାଇଁ ବାଧ୍ୟ କରୁଛି।
ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଖୁବ ଶୀଘ୍ର କିଭ୍କୁ ଅଧିକୃତ କରିପାରେ। ଗତ ୩ ଦିନ ହେବ ରୁଷ ସେନା ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ସହ ୟୁକ୍ରେନକୁ ପଛକୁ ହଟାଇବା ପାଇଁ ବାଧ୍ୟ କରୁଛି। ଏଯାଏଁ ରାଜଧାନୀ କିଭ୍ ରୁଷ ସେନା ଦ୍ୱାରା ଅଧିକୃତ ହୋଇପାରି ନାହିଁ। ମାତ୍ର ପରିସ୍ଥିତିକୁ ଦେଖି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଚିନ୍ତା ବ୍ୟକ୍ତ କରି କହିଛନ୍ତି, କିଭ୍ ରେ ରୁଷ ସେନା ବିପଦ ଜାରି ରହିଛି। ଆଜି ରାତି ସେମାନଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ,ମାତ୍ର ଆମେ ସାମ୍ନା କରିବୁ ବୋଲି ସେ କହିଛନ୍ତି। ଜେଲେନସ୍କିଙ୍କୁ ଆମେରିକା ପକ୍ଷରୁ ୟୁକ୍ରେନ ଛାଡିବାର ପ୍ରସ୍ତାବ ମିଳିଥିଲା ବୋଲି ସୂଚନା ମିଳିଛି। ମାତ୍ର ସେ ଏଥିରେ ରାଜି ହୋଇନଥିଲେ।
ୟୁକ୍ରେନ ରାଜଧାନୀ କିଭ୍ ରେ ରୁଷ ସେନା ବହୁ ଭିତରକୁ ପ୍ରବେଶ କରିସାରିଛନ୍ତି। ଏହାମଧ୍ୟରେ ଏକ ରିପୋର୍ଟ ଆସିଛି, ଦୁଇ ସେନାଙ୍କ ମଧ୍ୟରେ ଯୁଦ୍ଧ କିଭ୍ ର ସଡକରେ ପହଞ୍ଚି ସାରିଛି। ଏହା ସହ ୟୁକ୍ରେନ ଅଧିକାରୀ ଲୋକଙ୍କୁ ଅପିଲ୍ କରିଛନ୍ତି, ରାସ୍ତାକୁ ବାହାରନ୍ତୁ ନାହିଁ। ଘରେ ହିଁ ରୁହନ୍ତୁ। ନାଗରିକଙ୍କୁ ଝରକା କିମ୍ବା ବାଲକୋନିକୁ ଯିବାକୁ ମଧ୍ୟ ମନା କରିଛନ୍ତି। ଏହାଦ୍ୱାରା ସେମାନେ ଗୁଳି କିମ୍ବା ଆକ୍ରମଣର ଶିକାର ହେବାରୁ ରକ୍ଷା ପାଇବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।