ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ଶେଷ ହେବ କି ଯୁଦ୍ଧ । ୟୁକ୍ରେନ ଓ ରୁଷିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୪ର୍ଥ ଶାନ୍ତି ବୈଠକ ପରେ ଏଭଳି କିଛି ସଂକେତ ମିଳିଛି । ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଅନୁଷ୍ଠିତ ବୈଠକ ପରେ ରୁଷିଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ଏଭଳି କିଛି ସଂକେତ ଦେଇଛନ୍ତି
ଶେଷ ହେବ କି ଯୁଦ୍ଧ । ୟୁକ୍ରେନ ଓ ରୁଷିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୪ର୍ଥ ଶାନ୍ତି ବୈଠକ ପରେ ଏଭଳି କିଛି ସଂକେତ ମିଳିଛି । ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଅନୁଷ୍ଠିତ ବୈଠକ ପରେ ରୁଷିଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ଏଭଳି କିଛି ସଂକେତ ଦେଇଛନ୍ତି ।ସେ କହିଛନ୍ତି ଆଗାମୀ ଦିନରେ ୟୁକ୍ରେନ ରାଜଧାନୀ କିଭ୍ରୁ ସେନା ପ୍ରତ୍ୟାହାର କରିପାରେ ରୁଷିଆ । ବୈଠକ ପରେ ୟୁକ୍ରେନରେ ନିଜ ମିଲିଟାରୀ ଅପରେସନ୍ କମାଇବାକୁ ରୁଷ ପ୍ରତିନିଧି ମଣ୍ଡଳୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ପୂର୍ବରୁ ୨୮ ଫେବ୍ରୁଆରୀ, ୧ ମାର୍ଚ୍ଚ ଓ ୭ ମାର୍ଚ୍ଚରେ ବି ଦୁଇ ଦେଶ ମଧ୍ୟରେ ଶାନ୍ତି ବୈଠକ ହୋଇଛି । ପୂର୍ବ ବୈଠକ ଅନୁସାରେ ମାନବିକତାବାଦୀ କରିଡର ଖୋଲିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।