୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ୟୁକ୍ରେନ୍ର ମିରିଓପୋଲ୍ଠାରେ ଥିବା ଶିଶୁ ହସ୍ପିଟାଲ୍ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରି ଏହା ଏକ ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟ.....
ୟୁକ୍ରେନ୍ର ମିରିଓପୋଲ୍ଠାରେ ଥିବା ଶିଶୁ ହସ୍ପିଟାଲ୍ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରି ଏହା ଏକ ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟ ବୋଲି କହିଛି ଜାତିସଂଘ।ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏ ନେଇ ଏକ ଟ୍ବିଟ୍ କରି ରୁଷକୁ ସମାଲୋଚନା କରିଛନ୍ତି। ସେ ଏପରି ହିଂସା ବନ୍ଦ କରିବାକୁ ରୁଷକୁ କହିଥିବା ଟ୍ବିଟର୍ରେ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୋଷ୍ଟୀ ମଧ୍ୟ ରୁଷର ଏପରି ଆଚରଣକୁ ତୀବ୍ର ନିନ୍ଦା କରିଛନ୍ତି।
ଆଣ୍ଟୋନିଓ ଗୁଟେରସ୍ ଆହୁରି ବି କହିଛନ୍ତି କି ଏହି ଯୁଦ୍ଧ ପାଇଁ ସାଧାରଣ ନାଗରିକଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି। ଏହି ଅଜ୍ଞାନ ହିଂସା ଓ ରକ୍ତପାତର ଅନ୍ତଃ ଘଟାନ୍ତୁ।ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତକାଲି ହୋଇଥିବା ରୁଷର ଏହି ଆକ୍ରମଣରେ ପ୍ରାୟ ୧୭ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ଡାକ୍ତରଖାନାର ଶିଶୁ ଓ ପ୍ରସୂତୀ ୱାର୍ଡରେ ବୋମାମାଡ଼ ଯୋଗୁ ବହୁ କ୍ଷୟକ୍ଷତି ହୋଇଛି। ଏହି ଆକ୍ରମଣକୁ ଏକ ପ୍ରକାରର ଅତ୍ୟାଚାର ବୋଲି କହି ଡାକ୍ତରଖାନାର ଧ୍ବଂସାବଶେଷ ତଳେ ଆହୁରି ଶିଶୁ ଓ ଅନ୍ୟ ରୋଗୀ ରହିଛନ୍ତି ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିର୍ ଜେଲେନ୍ସ୍କି।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।