Loading...

Sa Re Ga Ma Paର ବିଜେତା ହେଲେ ନୀଲଞ୍ଜନା ରାୟ

Sa Re Ga Ma Paର ବିଜେତା ହେଲେ ନୀଲଞ୍ଜନା ରାୟ

ଗତକାଲି ଜି’ର ଲୋକପ୍ରିୟ ସିଙ୍ଗିଂ ରିଆଲିଟି ଶୋ’ ସା ରେ ଗା ମା ପା’ର ଫାଇନାଲ୍ ହୋଇଥିଲା। ଏହି ଶୋ’ରେ ନୀଲଞ୍ଜନା ରାୟ ବିଜେତା ହୋଇଛନ୍ତି।

ଗତକାଲି ଜି’ର ଲୋକପ୍ରିୟ ସିଙ୍ଗିଂ ରିଆଲିଟି ଶୋ’ ସା ରେ ଗା ମା ପା’ର ଫାଇନାଲ୍ ହୋଇଥିଲା। ଏହି ଶୋ’ରେ ନୀଲଞ୍ଜନା ରାୟ ବିଜେତା ହୋଇଛନ୍ତି। ସେ ରାଜଶ୍ରୀ ବାଗ ଏବଂ ଶରଦ ଶର୍ମାଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କରିଛନ୍ତି । ଫାଇନାଲ ରାଉଣ୍ଡରେ ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣ ଏବଂ ଶିଳ୍ପା ରାଓ ମଧ୍ୟ ଉପସ୍ଥିତ ଥିଲେ। ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଥିଲେ । ରାଜଶ୍ରୀ ବାଗ ପ୍ରଥମ ରନର୍ ଅପ୍ ଏବଂ ଶରଦ ଶର୍ମା ଦ୍ୱିତୀୟ ରନର୍ ଅପ୍ ହୋଇଥିବା ବେଳେ ନୀଲଞ୍ଜନା ୱିନର ହୋଇଥିଲେ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.