Movie News

ତିନୋଟି ଭାଷାରେ ରିଲିଜ ହେବ ସବ୍ୟସାଚୀଙ୍କ ଆଗାମୀ ଫିଲ୍ମ’ଯେତେ ଗୋରି ସେତେ ଷ୍ଟୋରି’

ଓଲିଉଡ ଚକଲେଟ ବୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ତିନୋଟି ଭାଷାରେ ଆସୁଛି ଗୋଟିଏ ସିନେମା। ଫିଲ୍ମ ଫାଷ୍ଟ ଲୁକକୁ  ଫେସବୁକ ଓ ଇଂଷ୍ଟାରେ  ସେଆର କରିଛନ୍ତି। ଫିଲ୍ମଟିର ନା ଓଡିଆରେ ରହିଛି ‘ଯେତେ ଗୋରି ସେତେ ଷ୍ଟୋରି ‘ ତେଲୁଗୁରେ ‘ଆଦି ଅକା ଇଡ଼ଲି  ‘ ଓ ତାମିଲରେ ‘ନାଧିର ଧୀନ୍ନା ‘। ତେବେ ଓଡିଆ ସିନେମାର କାହାଣୀ, ଚିତ୍ରନାଟ୍ୟ, ନୃତ୍ୟ ସଂଯୋଜନା ସାଙ୍ଗକୁ ନିର୍ଦେଶନା ଦେଇଛନ୍ତି ସ୍ଵର୍ଣ।

ପୂର୍ବରୁ ବିଭିନ୍ନ ସ୍ତର୍ଙ୍କ ସହ କାମ କରିସାରିଥିବା ସବ୍ୟାଙ୍କ ପାଇଁ ଏ ସିନେମା ସ୍ମରଣୀୟ ହୋଇ ରହିବା। ଦୀର୍ଘ ଦିନର ପ୍ରତୀକ୍ଷା ପରେ ସିନେମାଟି ରିଲିଜ ହେବାକୁ ହାଉଛି। ଯାହାକୁ ନେଇ ସବ୍ୟ  ଉତ୍ସାହିତ ହୋଇପଡିଛନ୍ତି। ଏଥିସହିତ ସଭ୍ୟଙ୍କ ଆଉ ଏକ ବଙ୍ଗଳା ସିନେମା ଏବଂ ଓଡିଆ ସିନେମା ‘ମାଲ ମହୁ ଜୀବନ ମାଟି’ ରିଲିଜ ଅପେକ୍ଷାରେ ରହିଛି।
ପଢନ୍ତୁ: ଆଜି ପରଦାକୁ ଆସିଛି ଓଡିଆ ଚ୍ଚଳଚିତ୍ର “ବିଜୁ ବାବୁ”

Related posts

Song Shooting Of Upcoming Movie Aakhi Kholile Tu-Tu Hi Tu

ENO Beuro

Comedy King Papu Pom Pom Coming With New Odia Movie Joker

ENO Beuro

In This Dussera “Love Pain Kuch Bhi Karega”

Jitendra

Leave a Comment