Celebs News

ସଚିନ @ ୪୬

ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର  ଆସନ୍ତାକାଲି ୪୬ ବର୍ଷରେ ପଦାର୍ପଣ କରିଛନ୍ତି।  ୨୦୧୩ରେ  କ୍ରିକେଟରୁ ଅବସର ନେଇ ସାରିଥିଲେ ମଧ୍ୟ ଏବେବେ ବି ସେ କ୍ରିକେଟପ୍ରେମୀଙ୍କ ହୃଦୟରେ ପୂର୍ବ ସ୍ଥାନ ବଜାୟ ରଖିଛନ୍ତି। ସଚିନ ଦୀର୍ଘ ୨୪ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ  ଅନେକ କୀରତିମାନ ସ୍ଥାପନ କରିଛନ୍ତି। ମାଷ୍ଟରବ୍ଲାଷ୍ଟରଙ୍କ ବିଦାୟୀ ମ୍ୟାଚରେ ବିଜୟ ଭେଟି  ଲାଗି ପ୍ରାର୍ଥନା କରୁଥିଲା ସାରା ଦେଶ । ଆଉ ବିଜୟ ବି ମିଳିଥିଲା ପୂରା ସାନଦାର୍ ।

 

 

ସେ ପ୍ରଥମ କ୍ରିକେଟର ଭାବେ ଶହେ ଶତକ ପୂର୍ଣ  କରିଥିଲେ। ଟେଷ୍ଟରେ ଓ ଦିନିକିଆ ମ୍ୟାଚରେ ସର୍ବାଧିକ ସ୍କୋର କରିଛନ୍ତି। ଜନ୍ମ ଦିନରେ ତାଙ୍କୁ ପୂର୍ବତନ ଓ ବର୍ତମାନ କ୍ରିଡାବିତ ସହ ପ୍ରଶଂସକ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ପଢନ୍ତୁ: ବିଜେପି ପାଇଁ ପ୍ରଚାର କରୁଛନ୍ତି ଦୀପିକା-ରଣବୀର୍‌!!!! ଜାଣନ୍ତୁ ଏହି ଫୋଟୋର ସତ୍ୟତା

 

Related posts

Sona Mohanpatra – A Popular Singer, Music Composer And Lyricist

Jitendra

ଗ୍ରୀନ ଚିଲ୍ଲିଜ ଡାଇରେକ୍ଟରଙ୍କ ସହ ଟେଲି ଧାରାବାହିକ ଅଭିନେତ୍ରୀ ଶୈଳଜା ରାଓ ଙ୍କ ନିର୍ବନ୍ଧ

ENO Beuro

Jhilik Bhattacharjee Again In Ollywood

Jitendra

1 comment

Leave a Comment