EnewsOdia.Com

ବଗଦାଦୀ ପରେ ଆଇଏସଆଇଏସର କମାଣ୍ଡ ସମ୍ଭାଳିଲା ଅବଦୁଲ୍ଲା କାର୍ଦଶ

ଆମେରିକା ସେନା ଆତଙ୍କୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ଅବୁ ଅଲ-ବକର ବଗଦାଦୀକୁ ମାରି ଦିଆଯାଇଛି । ଏହାର ସୂଚନା ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି। ତେବେ ବଗଦାଦୀର ନିହତ ପରେ ଆତଙ୍କୀ ସଙ୍ଗଠନର କମାଣ୍ଡ ସମ୍ଭାଳିବେ ସଦାମ ହୁସୈନଙ୍କ ସେନାର ପୂର୍ବ ଅଧିକାରୀ ଅବଦୁଲ୍ଲା କାର୍ଦଶ । କାର୍ଦଶ ଇରାକର ଜେଲରେ ବଗଦାଦୀ ସହ ବନ୍ଦି ଥିଲା ।

ଏହାପରେ ସେ ଆଇଏସ୍‌ର ମୁଖ୍ୟ ନିତି-ନିର୍ମାତା ହୋଇଯାଇଥିଲା । କାର୍ଦଶକୁ ପ୍ରଫେସର ଭାବେ ଜଣାଯାଏ । ସେ ଜଣେ କ୍ରୁର ପ୍ରକୃତିର ହେଲେ ମଧ୍ୟ ଆଇଏସର ଜଣେ ପ୍ରସିଦ୍ଧ ଚେହେରା ।

ଆଇଏସର ସମାଚାର ଏଜେନ୍ସି ଆମାକ’ର ଏକ ସୁଚନା ଅନୁଯାୟୀ ବଗଦାଦୀ ଚଳିତ ବର୍ଷ ଅଗଷ୍ଟରେ କାର୍ଦଶକୁ ନୀତିଦିନିଆ କାମକାର୍ଯ୍ୟର ନିୟନ୍ତ୍ରଣ କରିବା ପାଇଁ ଦାୟିତ୍ୱ ଦେଇଥିଲା । ଯେଉଁଥିପାଇଁ ବଗଦାଦୀର ମୃତ୍ୟ ପରେ  ତାକୁ ସଂଗଠନର କମାଣ୍ଡ ମିଳିଛି ।

ପଢନ୍ତୁ: ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

ସମ୍ବନ୍ଧିତ ଖବର

ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

Ratnamani Maharana

ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଅସୁସ୍ଥ

Ratnamani Maharana

୨୩ରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ୨୪ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Ratnamani Maharana

କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

Ratnamani Maharana

କାଲିଠୁ ୮ ଯାଏ ଲାଗି ରହିବ ବର୍ଷା

Ratnamani Maharana

ଅର୍ଦ୍ଦେନ୍ଦୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ପଲ୍ଲବୀ

Ratnamani Maharana