• Home
  • News
  • ରାଜ୍ୟ ସରକାର ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା, ଯାତ୍ରା କାଳରେ ମିଳିବ ଲାଇଫ ଜ୍ୟାକେଟ
News

ରାଜ୍ୟ ସରକାର ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା, ଯାତ୍ରା କାଳରେ ମିଳିବ ଲାଇଫ ଜ୍ୟାକେଟ

ନୌଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏବେ ଜଳପଥ ଦୁର୍ଘଟଣାକୁ କିଛି ମାତ୍ରାରେ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ରାଜ୍ୟ ସରକାର ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ନାମରେ ଏକ ନୁଆ ଯୋଜନା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ।

ଏହି ଯୋଜନାରେ ନୌଯାତ୍ରୀମାନଙ୍କୁ ଯାତ୍ରା କାଳରେ ଲାଇଫ ଜ୍ୟାକେଟ ଯୋଗାଇ ଦିଆଯିବା ସହିତ ସୁରକ୍ଷା ପାଇଁ ଅନ୍ୟାନ୍ୟ ଉପକରଣ ମଧ୍ୟ ଯୋଗାଇ ଦିଆଯିବ । ଏହି ନୂତନ ବ୍ୟବସ୍ଥା ଅନେକଙ୍କ ଜୀବନ ରକ୍ଷାରେ ସାହାର୍ଯ୍ୟ କରିବ ।

ସାତପଡ଼ାରେ ବହୁମୁଖୀ ମନୋରଞ୍ଜନ ପୋତାଶ୍ରୟକୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏହି ପୋତାଶ୍ରୟରେ ପାଖାପାଖି ୧୯ କୋଟି ଟଙ୍କା ଖର୍ଚ୍ଚ ହେବା ସହ ଏକ ସମୟରେ ୨୦୦ ନୌକା ରହିପାରିବେ । ଏହା ମଧ୍ୟ ମାଛଧରାଳି ମାନଙ୍କ ପାଇଁ ଖୁବ ସହାୟ ହେବ । ଏହି ଯୋଜନାଟି ସାତପଡା ପରିଦର୍ଶନରେ ଯାଉଥିବା ଦର୍ଶକ ମାନକ ପାଇଁ ବେଶ ଉପଯୋଗୀ ହେବ ।  ଏହି ପୋତାଶ୍ରୟଟି ୨୦୧୫ ଆରମ୍ଭ ହେଇ ଚଳିତ ବର୍ଷ ଜୁଲାଇରେ ଶେଷ ହେଇଛି ।

ରାଜ୍ୟ ସରକାର ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା, ଯାତ୍ରା କାଳରେ ମିଳିବ ଲାଇଫ ଜ୍ୟାକେଟ  ରାଜ୍ୟ ସରକାର ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା, ଯାତ୍ରା କାଳରେ ମିଳିବ ଲାଇଫ ଜ୍ୟାକେଟ

ପଢନ୍ତୁ, ଦାବି ପୂରଣ ନିମନ୍ତେ ଭିକ୍ଷ୍ୟୋଭ କଲେ ଜିଆର୍‌ଏସ୍‌, ପୁଲିସର ଲାଠି ଚାଳନାରେ ୨୦ ଆହତ

 

Related posts

973 MSME Units Get Incentives In Odisha – Chief Minister Naveen Patnaik

Krishna Kumar Manoj

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ କଲେ ନିର୍ମମ ଭାବେ ହତ୍ୟା

ଅଲଗା ହେଲା ଜଗା-ବଳିଆଙ୍କ ଯୋଡାମୁଣ୍ଡ, ଏବେ ଆସିୟୁରେ ୭୨ ଘଂଟା ଅବଜରଭେସନରେ ରହିବେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More