News

ଜାନୁଆରୀ ୫ରେ ହେବ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

Second Saini School In Jhunjhunu 2842002 835x547 M

୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା  ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ହେବ।ଏଥିପାଇଁ ସେପ୍ଟେମ୍ବର ୨୩ ରହିଛି ଆବେଦନର ଶେଷ ତାରିଖ। ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛୁକ ଯୋଗ୍ୟ ଛାତ୍ରାଛାତ୍ରୀ ମାନେ ଆବେଦନ କରିପାରିବେ।

ଓଡ଼ିଶାର ଯେଉଁ ଅବିଭାବକ ମାନଙ୍କ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍, ସେମାନେ ରାଜ୍ୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ  ପକ୍ଷରୁ ବାର୍ଷିକ ୯୫ହଜାର ଟଙ୍କା ଆର୍ଥିକ ସହାୟତା ପାଇପାରିବେ।

ସେପଟେ ଆସନ୍ତା ଶିକ୍ଷାବର୍ଷ ଠାରୁ ସମ୍ବଲପୁରରେ ଶହେ ସିଟ ବିଶିଷ୍ଟ ସୈନିକ ସ୍କୁଲର ନାମଲେଖା ଓ ପାଠପଢା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ କହିଛନ୍ତି।

 

ପଢନ୍ତୁ: ନୂଆ ମୋଟର ଯାନ ନିୟମକୁ କେତେ ମାନୁଛନ୍ତି ନେତା

Related posts

ପାଣିପାଗ ବିଭାଗର ପୂର୍ବାନୁମାନ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତୋଟି ଜିଲ୍ଲାରେ ପ୍ରବଳ ବର୍ଷିବ

ENO Beuro

ସରକାରୀ ବିଦ୍ୟାଳୟଗୁଡ଼ିକରେ ସମ୍ବଲପୁରୀ କପଡ଼ାରେ ଡ୍ରେସକୋର୍ଡ କରାଯାଉ: ବୟନ ଶିଳ୍ପ ମନ୍ତ୍ରୀ

ENO Beuro

ରାଜଧାନୀର ମଣିଷଙ୍କୁ ନୁହେଁ ମଇଁଷିକୁ ଜଣା ଟ୍ରାଫିକ୍‌ ନିୟମ

Ratnamani Moharana

Leave a Comment