Entertainment

ବିଶ୍ଵର ଦାମୀ ସେଲିବ୍ରେଟି:ଶ୍ରେଷ୍ଠ ଶହେରେ ସଲମାନ ଓ ଅକ୍ଷୟ ,ବାଦ ପଡିଲେ ଶାହରୁଖ

ଫୋର୍ବସ ଦୁନିଆରେ ସବୁଠାରୁ ମହଙ୍ଗା ଆକ୍ଟରଙ୍କ ଲିଷ୍ଟ ଆସି ସାରିଛି। ବିଶ୍ଵର ଶ୍ରେଷ୍ଠ ଶହେ ଦାମୀ ସେଲିବ୍ରେଟିଙ୍କ ତାଲିକାରେ ପୁଣିଥରେ ସଲମାନ ଏବଂ ଅକ୍ଷୟ କୁମାର ନିଜର ସ୍ଥାନ ତିଆରି କରି ପାରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ଶାହାରୁଖଙ୍କ ନାମ ନାହିଁ ।

ଫୋର୍ବ୍ସର ଏହି ତାଲିକାରେ ଅକ୍ଷୟଙ୍କୁ ୭୬ତମ ଓ ସଲମାନଙ୍କୁ ୮୨ତମ ସ୍ଥାନ ମିଳିଛି। ୨୦୧୭ ରେ ଶାହାରୁଖଙ୍କୁ ଫୋର୍ବ୍ସ ତାଲିକାରେ ୬୫ ତମ ସ୍ଥାନ ମିଳିଥିଲା।

ଉକ୍ତ ତାଲିକା ଅନୁସାରେ,ଅକ୍ଷୟ ଚଳିତ ବର୍ଷ ୩.୦୭ ଅରବ ଆୟ କରିଛନ୍ତି। ଫିଲ୍ମ ‘ଟଏଲେଟ ଏକ୍‌ ପ୍ରେମ୍‌ କଥା’ ଓ ‘ପ୍ୟାଡ୍‌ ମ୍ୟାନ୍‌’ଭଲ ବ୍ୟବସାୟ କରିବା ସହ ପ୍ରାୟ ୨୦ଟି ବ୍ରାଣ୍ଡ୍‌ର ବିଜ୍ଞାପନ ଦେଇ ଅକ୍ଷୟ ଭଲ ଆୟ କରିଛନ୍ତି। ସଲ୍‌ମାନ ଚଳିତ ବର୍ଷ ୨.୫୭ ଅରବ ଆୟ କରିଛନ୍ତି। ଏଥର ତାଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ସଫଳତା ବ୍ୟତୀତ ଅନ୍ୟ କୌଣସି ଫିଲ୍ମ ଭଲ ବିଜ୍‌ନେସ୍‌ କରି ନ ଥିବାରୁ ସେ ଫୋର୍ବସ ତାଲିକାରେ ପଛରେ ପଡିଯାଇଛନ୍ତି।

ବିଶ୍ଵର ଦାମୀ ସେଲିବ୍ରେଟି:ଶ୍ରେଷ୍ଠ ଶହେରେ ସଲମାନ ଓ ଅକ୍ଷୟ ,ବାଦ ପଡିଲେ ଶାହରୁଖ ବିଶ୍ଵର ଦାମୀ ସେଲିବ୍ରେଟି:ଶ୍ରେଷ୍ଠ ଶହେରେ ସଲମାନ ଓ ଅକ୍ଷୟ ,ବାଦ ପଡିଲେ ଶାହରୁଖ salman

ପଢନ୍ତୁ; ବିଶ୍ୱ ଉସୁ ଚାମ୍ପିୟନସିପ:ବବୁଲୁଙ୍କୁ ରୌପ୍ୟ ପଦକ

Related posts

ବହୁତ ଜଲ୍-ଦି ପାକିସ୍ଥାନରେ ଦେଖିବାକୁ ମିଳିବ ‘ବାହୁବଳୀ’

ENO Beuro

ଆଜି ଶୁଭମୁକ୍ତି ଲାଭ କଲା ଏହି ନୂଆ ଓଡ଼ିଆ ସିନେମା

ENO Beuro

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More