• Home
  • Entertainment
  • କୃଷ୍ଣସାର ମୃଗ ଶିକାର ମାମଲା : ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି
Entertainment

କୃଷ୍ଣସାର ମୃଗ ଶିକାର ମାମଲା : ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି

ଆଜି ହୋଇପାରିଲାନି ଶୁଣାଣି

ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁରର ସିଜିଏମ୍ କୋର୍ଟ ଦ୍ୱାରା ଶୁଣାଯାଇଥିବା ୫ ବର୍ଷର ଦଣ୍ଡକୁ କୋହଳ କରିବା ପାଇଁ ଅଭିନେତା ସଲମାନ ଖାନଙ୍କୁ ଆଜି ସେନ୍ସସ୍ କୋର୍ଟକୁ ଆସିବାକୁ ପଡିଛି । କୋର୍ଟରେ ଆଜି ଏହି କେସର ପ୍ରଥମ ଶୁଣାଣି ରହିଛି । ଏହି ଦଣ୍ଡାଦେଶକୁ ବିରୋଧ କରୁଥିବା ସଲମାନ ନିଜ ଦୁଇ ଭଉଣୀଙ୍କ ସହ କୋର୍ଟ ପରିସରରେ ପହଞ୍ଚିଥିଲେ ।

୧୯୯୮ରେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମନ୍‍ ଖାନ୍‍ଙ୍କ ଜାମିନ୍‍ ଆବେଦନ ଶୁଣାଣି ଆସନ୍ତା ଜୁଲାଇ ୧୭ ତାରିଖକୁ ଘୁଞ୍ଚିଛି । ସଲମାନଙ୍କ ଓକିଲ ମହେଶ ବୋହରା କୋର୍ଟରେ ସଲମାନଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହେବାରୁ ମୁକ୍ତି ଦେବା ପାଇଁ କୋର୍ଟକୁ ପିଟିସନ୍ ଜାରି କରିଛନ୍ତି । ଏପ୍ରିଲ୍‌ ୫ରେ ଯୋଧପୁର ସିଜିଏମ୍‌ କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ । ଦୁଇ ଦିନ ଜେଲ୍‌ରେ ରହିବା ପରେ ସଲମାନଙ୍କୁ ଏପ୍ରିଲ୍‌ ୭ରେ ଜାମିନ୍‌ ମିଳିଥିଲା ।

କୃଷ୍ଣସାର ମୃଗ ଶିକାର ମାମଲା : ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି salu

ପଢନ୍ତୁ ;

ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା : ବମିଖାଲ ଫ୍ଲାଏ ଓଭର କାର୍ଯ୍ୟରୁ ହଟିଲା ପଣ୍ଡା ଇନ୍‌ଫ୍ରା

Related posts

6th Odia filmfair Award

Jitendra

ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

Krishna Kumar Manoj

‘ତୁ ମୋ ନୀଳ ନୟନା’ର ଶୁଭ ମହୁରତ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More