• Home
  • Entertainment
  • ସଲମାନ ଖାନଙ୍କୁ ୫ ବର୍ଷ ଦୋଷୀ ସାବ୍ୟସ୍ତ କଲେ ଯୋଧପୁର ହାଇକୋର୍ଟ
Entertainment

ସଲମାନ ଖାନଙ୍କୁ ୫ ବର୍ଷ ଦୋଷୀ ସାବ୍ୟସ୍ତ କଲେ ଯୋଧପୁର ହାଇକୋର୍ଟ

ସେଫ ଅଲ୍ଲୀ ଖାନ୍, ତବୁ, ନୀଲମ, ସୋନାଲି ବେନ୍ଦ୍ରେଙ୍କୁ ଦୋଷମୁକ୍ତ କଲେ ଯୋଧପୁର କୋର୍ଟ

କୃଷ୍ଣସାର ମୃଗଶିକାର ମାମଲାରେ ଆଜି ରାୟ ଶୁଣାଇଲେ ଯୋଧପୁର କୋର୍ଟ । ରାୟ ଶୁଣାଇଛନ୍ତି ଯୋଧପୁର କୋର୍ଟ । କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ବୁରୁବାର ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦ ବର୍ଷ ପରେ ଏହି ମାମଲାର ରାୟ ଆଜି ଶୁଣାଇଛନ୍ତି ଯୋଧପୁର କୋର୍ଟ ।

ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ସେଫ ଅଲ୍ଲୀ ଖାନ୍, ତବୁ, ନୀଲମ, ସୋନାଲି ବେନ୍ଦ୍ରେଙ୍କୁ ଦୋଷମୁକ୍ତ କଲେ ଯୋଧପୁର କୋର୍ଟ । ତେବେ ସଲମାନ ଖାନଙ୍କୁ ଦଣ୍ଡବିଧାନ ପାଇଁ ଏବେ ଯୁକ୍ତତର୍କ ଜାରି ରହିଛି । ସଲମାନଙ୍କ ଓକିଲ କମରୁ କମ ଦଣ୍ଡ ବିଧାନ ପାଇଁ କୋର୍ଟରେ ଅପିଲ କରିଛନ୍ତି।

ଦବଙ୍ଗ ଖାନଙ୍କ ଓକିଲ କୋର୍ଟରେ ୧୫ ମିନିଟ୍ ପର୍ଯ୍ୟନ୍ତ ଦଲିଲ ଉପସ୍ଥାପନ କରିଥିଲେ । ତେବେ ସରକାରୀ ଓକିଲ ଦବଙ୍ଗ ଖାନଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ପରେ ସଲମାନ ଦୁଖିଃତ ଥିବା ଜଣାପଡ଼ିଛି ।

କୃଷ୍ଣସାର ମୃଗଶିକାର ମାମଲାନେଇ ଯୋଧପୁରରେ ପହଁଚିଥିଲେ ସଲମାନ ଖାନ, ତବୁ, ସୋନାଲି ବେନ୍ଦ୍ରେ ଓ ସୈଫ ଅଲ୍ଲୀ ଖାନ । ଗତ ସପ୍ତାହରେ ଯୋଧପୁର ସିଜିଏମ କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଏପ୍ରିଲ ୫ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

୧୯୯୮ ଅକ୍ଟୋବରରେ ଯୋଧପୁର ନିକଟ କନକାନିରେ ୨ଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଫିଲ୍ମ “ହମ୍ ସାଥ୍ ସାଥ୍ ହେଁ’ ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ସଲମାନଙ୍କୁ ରାଜସ୍ତାନ ହାଇକୋର୍ଟ କ୍ଲିନ୍ ଚିଟ୍ ଦେଇଥିଲା।

୧୯୯୮ ମସିହାରେ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ଶୁଟିଂବେଳେ ୧୯୯୮ ଅକ୍ଟୋବର ୧-୨ ତାରିଖ ରାତିରେ ଯୋଧପୁର ନିକଟବର୍ତ୍ତୀ କଙ୍କଣୀ ଗ୍ରାମର ଭଗୋଡ଼ା କୀ ଧାନୀରେ ସଲ୍‌ମାନଙ୍କ ସମେତ ସମସ୍ତ କଳାକାର ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା ।

ସଲମାନ ଖାନଙ୍କୁ ୫ ବର୍ଷ ଦୋଷୀ ସାବ୍ୟସ୍ତ କଲେ ଯୋଧପୁର ହାଇକୋର୍ଟ salman 1

ପଢନ୍ତୁ ;

ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା ଶରୀର ଉପରେ କି ପ୍ରଭାବ ପକାଇ ଥାଏ ଜାଣନ୍ତୁ ?

Related posts

‘ ଦିଓ୍ଵାନା ହେଲି ତୋ’ ପାଇଁ ସିନେମାରେ ନୂଆ ରୂପରେ ଆସୁଛନ୍ତି ଏହି ଓଲିଉଡ ସୁନ୍ଦରୀ

Krishna Kumar Manoj

ଜୁନ ୩୦ରେ ଆକାଶ ଆମ୍ବାନୀଙ୍କ ନିର୍ବନ୍ଧ !

ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More