Celebs News

ମୁମ୍ବାଇ ରୋଡରେ ସାଇକେଲ ଚଲାଇ ମଜା ନେଉଛନ୍ତି ଭାଇଜାନ

ବଲିଉଡର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଭିତରେ ସବୁଠାରୁ ଲୋକପ୍ରିୟ ଅଭିନେତା ହେଉଛନ୍ତି ଭାଇଜାନ । ସଲମାନଙ୍କ କ୍ରେଜ କେତେ ତାହା କେବଳ ଜଣେ ସଲମାନଙ୍କ ଫ୍ୟାନକୁ ଦେଖିଲେ ହିଁ ଜାଣିପାରିବ। ତେବେ ସଲମାନ ନିଜର ବ୍ୟାଚଲର ରହିବା ପାଇଁ ଯେତିକି ପରିଚିତ ସେ ନିଜର ଦୟାଭାବ ଓ ସରଳତା ପାଇଁ ମଧ୍ୟ ବେସ ପରିଚିତ।

ତେବେ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ନିଜ ନିଜ ଫିଲ୍ମ ଶୁଟିଙ୍ଗ ବ୍ୟସ୍ତ ରହୁଥିବାବେଳେ ସଲମାନ ଖାନ ନିଜକୁ ସୁସ୍ଥ ରଖିବା ପାଇଁ କିଛି ସମୟ କୁସ୍ତି କସରତରେ ବିତାଇଥାନ୍ତି। ଆଜି ତାଙ୍କୁ ମୁମ୍ବାଇର ସଡକ ଉପରେ ସାଇକେଲରେ ବୁଲିବା ଦେଖାଯାଇଥିଲା। ସେଗାଢ ରଙ୍ଗର ସାର୍ଟ ଏବଂ ଗଞ୍ଜି ସହ ଟୋପି ପିନ୍ଧି ଖରାରେ ବୁଲୁଥିଲେ। ଗୁରୁବାର ତାଙ୍କର ଫିଲ୍ମ ‘ଭାରତ’ର ଏକ ଗୀତା ସ୍ଲୋ ମୋଶନ ମୁକ୍ତି ଲାଭ କରିଛି।

ପଢନ୍ତୁ: ସଚିନ @ ୪୬

Related posts

Ira Mohanty – Having A Magical Attract In Her Voice

Jitendra

A Very Happy Birthday To Ollywood Actor Pintu Nanda

ENO Beuro

Ollywood Celebrities Price List 2015

Jitendra

Leave a Comment