EnewsOdia.Com

ଶିବସେନାରେ ଯୋଗଦେଲେ ସଲ୍‌ମାନ୍‌ଙ୍କ ବଡିଗାର୍ଡ ଶେରା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଠିକ୍‌ ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ବଡିଗାର୍ଡ ଗୁର୍‌ମିତ୍‌ ସିଂ ଓରଫ ଶେରା ଶିବସେନାରେ ଯୋଗ ଦେଇଛନ୍ତି।

ଏନେଇ ଶିବସେନାର ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଶେରା, ପାର୍ଟି(ଶିବସେନା)ର ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଯୁବ ସେନାର ଅଧ୍ୟକ୍ଷ ଆଦିତ୍ୟ ଠାକ୍‌ରେଙ୍କ ଉପସ୍ଥିତିରେ ପାର୍ଟିରେ ସାମିଲ ହୋଇଥିଲେ।

ବହୁତ ଦିନ ଧରି ଶେରା ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ଙ୍କ ବଡିଗାର୍ଡ ରହି ଆସିଛନ୍ତି। ସୂଚନାଥାଉ କି, ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ  ଅନୁଷ୍ଠିତ ହେବ। ଅକ୍ଟୋବର ୨୪ରେ ଭୋଟ୍‌ ଗଣତି ହେବ।

ପଢନ୍ତୁ: ଆଫଗାନିସ୍ତାନ ମସ୍‌ଜିଦରେ ବିସ୍ଫୋରଣ, ୬୨ ମୃତ ୩୬ ଆହତ

ସମ୍ବନ୍ଧିତ ଖବର

ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କଲେ ଅମିତ ଶାହା

Ratnamani Maharana

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

Ratnamani Maharana

ପଦୋନ୍ନତିରୁ ବଞ୍ଚିତ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ଅଦାଲତ

Ratnamani Maharana

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

Ratnamani Maharana

ଜାମ୍ମୁ-କାଶ୍ମୀରରେ ପହଞ୍ଚିଲେ ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳ

Ratnamani Maharana

ଦୁଇ ଦିନିଆ ଗସ୍ତ ଶେଷ କରି ଚେନ୍ନାଇରୁ କାଠମାଣ୍ଡୁ ଅଭିମୁଖେ ଜିନପିଙ୍ଗ

Ratnamani Maharana