Loading...

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ। କାରଗିଲ ଯୁଦ୍ଧର ହିରୋଙ୍କୁ ନେଇ ପ୍ରସ୍ତୁତ ସାମ୍ ବାହାଦୂର ଓ ଏକ ଗ୍ୟାଙ୍ଗଷ୍ଟାର ଡ୍ରାମାଭିତିକ ସିନେମା ଆନିମାଲ ମଧ୍ୟରେ ହେବ ଲଢେଇ।

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ। କାରଗିଲ ଯୁଦ୍ଧର ହିରୋଙ୍କୁ ନେଇ ପ୍ରସ୍ତୁତ ସାମ୍ ବାହାଦୂର ଓ ଏକ ଗ୍ୟାଙ୍ଗଷ୍ଟାର ଡ୍ରାମାଭିତିକ ସିନେମା ଆନିମାଲ ମଧ୍ୟରେ ହେବ ଲଢେଇ। ସୂଚନାନୁସାରେ, ୧୯୭୧ ଭାରତ ପାକିସ୍ଥାନ-ଯୁଦ୍ଧର ହିରୋ ତଥା ତକ୍ରାଳୀନ ସ୍ଥଳସେନା ମୁଖ୍ୟ ଫିଲ୍ଡ ମାର୍ଶଲ ସାମ୍ ମାନେସ୍କାଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ସାମ ବାହାଦୂର’ । ସାମ୍ ମାନେସ୍କାଙ୍କ ଚରିତ୍ରରେ ଭିକି କୌଶଲଙ୍କ ଦମଦାର ଡାଏଲଗ ସାଙ୍ଗକୁ ବଡି ଲାଙ୍ଗୁଏଜକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆନିମଲ ହେଉଛି ଏକ ଗ୍ୟାଙ୍ଗଷ୍ଟାର ଡ୍ରାମାଭିତିକ ସିନେମା । ଯାହାର କାହାଣୀ ବାପା-ପୁଅଙ୍କ ସମ୍ପର୍କକୁ ନେଇ ଗତିଶୀଳ ହୋଇଛି । ଫିଲ୍ମରେ ବାପା ଭୁମିକାରେ ଅନୀଲ କପୁରଙ୍କ ଅଭିନୟ ରହିଛି । ସେହିପରି ପୁଅ ଭୂମିକାରେ ଅଭିନେତା ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.