POLITICALS

ପୁରୀ ଲୋକସଭା ଆସନରେ ଆଗରେ ସମ୍ବିତ ପାତ୍ର

Sam

ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି।  କାହା ଭାଗ୍ୟରେ ରହିଛି ଓଡିଶାର ଭବିଷ୍ୟତ। ତାହା ଆଜି ନିଶ୍ଚୟ ହୋଇଯିବ।  ଗଣତି ଯେତିକି ବଢ଼ୁଛି ସଂଖ୍ୟାର ଖେଳ ମଧ୍ୟ ସେତିକି ବଦଳୁଛି। କେତେବେଳେ କିଏ ଆଗଉଛି, ତ କେତେବେଳେ ପଛଉଛି। ତେବେ ପୁରୀର ବହୁ
ଚର୍ଚିତ ବିଜେପି ପାର୍ଥୀ ସଂବିତ ପାତ୍ର  ଆଗରେ ରହିଛନ୍ତି।

ପୁରୀ ଲୋକସଭା ଆସରେ ବିଜେଡି ପ୍ରାର୍ଥୀ ପୀନାକି ମିଶ୍ର  ପ୍ରାରମ୍ଭରୁ ଆଗୁଆ ଥିଲାବେଳେ ବର୍ତ୍ତମାନର ରିପୋର୍ଟ ଅନୁଯାଇ ବିଜେପି ପ୍ରାର୍ଥୀ ସମ୍ୱିତ ପାତ୍ର ଆଗୁଆ ଅଛନ୍ତି। ବର୍ତ୍ତମାନ ଦୁହିଁଙ୍କ ଭିତରେ କଡ଼ା ଟକ୍କର ହେଉଛି।

Breaking 696x566
Breaking 696×566

ପଢନ୍ତୁ: କିଛି ସମୟରେ ପରେ ଆସିବ ଫଳ ,କଣ ହେବ ଓଡିଶାର ଭବିଷ୍ୟତ ?

Related posts

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Ratnamani Moharana

ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ

Ratnamani Moharana

ଜମ୍ମୁ-କାଶ୍ମୀରରେ କଟକଣା ପରେ ବି ଇଣ୍ଟରନେଟ୍ ସେବା ଉପଭୋଗ କରୁଥିଲେ ଗୀଲାନି

Ratnamani Moharana

Leave a Comment