POLITICALS

ଦାମ ରାଉତ ନୁହେଁ , ବାପାଙ୍କଠୁ ପରାମର୍ଶ ନେବି: ସମ୍ବିତ ରାଉତ

Dd

“ଦାମ ରାଉତ ନୁହେଁ, ବାପାଙ୍କଠୁ ପରାମର୍ଶ ନେବି” ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ ଆସିଥିବା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗଣମାଧ୍ୟମର କିଛି ପ୍ରଶ୍ନର ଏପରି ଉତ୍ତର ଦେଇଥିଲେ। ବାପା କେବେବି ପୁଅର ଅନିଷ୍ଟ ଚିନ୍ତା କରିବନି। ତେଣୁ ମୁ ମୋ ବାପାଙ୍କଠୁ ସବୁ ଅସୁବିଧା ସମୟରେ ପରାମର୍ଶ ନେବି। ଆଗରୁ ନାଉଥିଲି ଆଉ ଆଗକୁ ବି ଏହା ଜାରି ରହିବ ବୋଲି ସେ କହିଛନ୍ତି।

 

 

ବିଜେପିରେ ରହି ତାଙ୍କ ବାପା କିପରି ତାଙ୍କୁ ଉଚିତ ପରାମର୍ଶ ଦେବେ? ବୋଲି ଅତି ଚତୁରତାର ସହ ପଚାରିବାରୁ ସମ୍ବିତ କହିଲେ, ବାପା ସବୁବେଳେ ପୁଅର କଣ ଭଲ ହେବା ସେ ଚିନ୍ତା କରିବେ ଏଠାରେ କେବଳ ସେ ମୋ ବାପା ଓ ମୁ ତାଙ୍କ ପୁଅ। ନା ସେ ବିଜେପିର କର୍ମୀ ନା ମୁଁ ବିଜେଡ଼ିର।

ପଢନ୍ତୁ: ନବୀନଙ୍କ ପୁତୁରା ରାଜନୀତିକୁ ଆସିବା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଲେ ନବୀନ

Related posts

ଜୁଲାଇ ୫ରେ ପ୍ରଥମ ବଜେଟ ଉପସ୍ଥାପନ

Ratnamani Moharana

ବୁଲେଟର ଜବାବ ବାଲାଟରେ ଦେବୁ ବୋଲି କହିଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ

Ratnamani Moharana

ସୋମବାର ଶପଥ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Moharana

Leave a Comment