EnewsOdia.Com

ବାଲୁକାକଳା ମାଧ୍ୟମରେ ଟ୍ରମ୍ପଙ୍କୁ ସ୍ଵାଗତ

ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅର୍ଥାତ୍ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଆଜି  ଭାରତ ଆସୁଛନ୍ତି । ତାଙ୍କ ସ୍ୱାଗତ ପାଇଁ ପୁରା ଭାରତରେ ଲୋକ ଉତ୍ସାହିତ ଅଛନ୍ତି । ଟ୍ରମ୍ଫଙ୍କ ଆଗମନ ପାଇଁ ଓଡ଼ିଶାରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଲାଣି । ଅନ୍ତରାଷ୍ଟ୍ରିୟ ବାଲୁକା ଶିଲ୍ପୀ ମାନସ କୁମାର ସାହୁ ଆଜି ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କିର୍ତ୍ତୀ କରିଛନ୍ତି । ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ଫ ଯୋଗଦେବେ ଏଥିପାଇଁ ମାନସ ବାଲୁକା ମାଧ୍ୟମରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମାନସ ପୁରୀ ବେଳାଭୂମିରେ ୧୫ଟନ ବାଲିରେ ରାଷ୍ଟ୍ରପତି ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ଫଙ୍କ ଆକୃତି କରିଛନ୍ତି । ଏଥି ସହିତ ‘’ ବୋଲି ବାଲିରେ ଲେଖି ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଟ୍ରମ୍ଫଙ୍କ ଭାରତ ଆଗମନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ପଢନ୍ତୁ: ବିଜେପିରେ ଯୋଗ ଦେଲେ ଜଙ୍ଗଲ ଦସ୍ୟୁ ବିରପ୍ପାନଙ୍କ ଝିଅ ବିଦ୍ୟାରାଣୀ

ସମ୍ବନ୍ଧିତ ଖବର

ବନ୍ଦ ହେଲା ‘ଉଜ୍ଜଳା’, ୨ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ କେବେ?

Ratnamani Maharana

‘ସୂର୍ଯ୍ୟ ମନ୍ଦିର’ ରୁ ଖୋଲିଲା ଲୁହା ଭାରା

Ratnamani Maharana

ଉନ୍ନାଓ ବଳାତ୍କାର ମାମଲାରେ କୁଲଦୀପ ସିନେଗାରଙ୍କୁ ଆଜୀବନ କାରାଦଣ୍ଡ

Ratnamani Maharana

ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

Ratnamani Maharana

ୟୁଆଇଡିଏଆଇ ସିଇଓ ଭାବେ ନିଯୁକ୍ତ ହେଲେ ପଙ୍କଜ କୁମାର

Ratnamani Maharana

କମିପାରେ ସୁନା ଦର

Ratnamani Maharana