Loading...

ବାଲୁକା କଳା ମାଧ୍ୟମରେ ବାପିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳା ମାଧ୍ୟମରେ ବାପିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳା ମାଧ୍ୟମରେ ବାପିଙ୍କୁ ଶ୍ରଦ୍ଧାଞ୍ଜଳି । ବଲିଉଡର ଲୋକ ପ୍ରିୟ ଗାୟକ, ମ୍ୟୁଜିକ କମ୍ପୋଜର ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କର ପରଲୋକରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ବାଲୁକା କଳା ମାଧ୍ୟମରେ ବାପିଙ୍କୁ ଶ୍ରଦ୍ଧାଞ୍ଜଳି । ବଲିଉଡର ଲୋକ ପ୍ରିୟ ଗାୟକ, ମ୍ୟୁଜିକ କମ୍ପୋଜର ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କର ପରଲୋକରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।୬୯ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।ତେବେ ବଲିଉଡର ଡିସ୍କୋ କିଙ୍ଗ ଭାବେ ସେ ବେସ୍ ପରିଚିତ । ସୁନା ପ୍ରତି ତାଙ୍କର ରହିଥିବା ଆକର୍ଷଣ ଯୋଗୁଁ ବାପି ଲାହିରୀଙ୍କୁ ବଲିଉଡର ଗୋଲଡେନ ମ୍ୟାନ ମଧ୍ୟ କୁହାଯାଉଥିଲା। ଆଜି ତାଙ୍କର ଦେହାନ୍ତରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ତାଙ୍କରି ଅବିକଳ ସୁନା ପିନ୍ଧିଥିବା ପ୍ରତିକୃତି କରି golden manଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ସୁଦର୍ଶନ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.