• Home
  • News
  • ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା
News

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା କଳାରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ଆଣି ସେ ଆରମ୍ଭ କରିଥିବା ଏଭଳି ନିଆରା ଅଭିଯାନ ବାସ୍ତବରେ ପ୍ରଣୀଧାନଯୋଗ୍ୟ ବୋଲି ଅକ୍ଷୟ କୁମାର ଟୁଇଟ୍ ଜରିଆରେ ସୁଦର୍ଶନଙ୍କୁ ଜଣାଇଛନ୍ତି ।

ପୁରୀ ସମୁଦ୍ରକୂଳରେ ପ୍ରଦର୍ଶିତ ବାଲୁକାକଳା ମାଧ୍ୟମରେ ଶ୍ରୀ ପଟ୍ଟନାୟକ ପାଇଖାନା ବ୍ୟବହାର କରିବା ପାଇଁ ସଚେତନ କରାଇବା ସହ ବାହାରେ ମଳତ୍ୟାଗ ନ କରିବା ପାଇଁ ମଧ୍ୟ ଚେତାଇ ଦେଇଥିଲେ । ଏଥିପାଇଁ ଅକ୍ଷୟ କୁମାରଙ୍କ ସମେତ ଆକାଶ ଦାସନାୟକ ଓ ପରମ ଆୟାରଙ୍କ ପରି ଶତାଧିକ ଚର୍ଚ୍ଚିତ ଚେହେରା ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି ।

ସେହିଭଳି ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ବାଲୁକାକଳା ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ଯାଉଥିବା ପଦ୍ମଶ୍ରୀ ସୁଦର୍ଶନଙ୍କ ପାଖକୁ ସମଗ୍ର ବିଶ୍ୱରୁ ମଧ୍ୟ ଅଭିନନ୍ଦର ସୁଅ ଛୁଟିଛି । ଟୁଇଟ୍ କରି ପ୍ରସିଦ୍ଧ ବ୍ୟକ୍ତିତ୍ଵମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା  ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା

Related posts

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

Krishna Kumar Manoj

ଦିଲ୍ଲୀ ହାଇକୋର୍ଟ:ଭିକ ମାଗିବା ଅପରାଧ ନୁହେଁ

Krishna Kumar Manoj

Kathajodi River Trisulia Bridge, Dedicated As Netaji Subhas Chandra Bose Setu

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More