News

ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଇଣ୍ଡିଆନ ଏୟାରଫୋର୍ସକୁ ପ୍ରଶଂସା

sudarsan pattnaik

ସୁଦର୍ଶନ ପଟ୍ଟନାୟକଙ୍କ ଇଣ୍ଡିଆନ ଏୟାରଫୋର୍ସେକୁ ପ୍ରଶଂସା

ଜାତୀୟ, ଆନ୍ତର୍ଜାତୀୟ ଓ ଗିନିସ ଓୟାର୍ଲ୍ଡରେ ଭୂଷିତ ଓଡିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ବାଲୁକା କଳା ମାଧ୍ୟମରେ ଭରତୀୟ ବାୟୁ ସେନାକୁ ସଲାମ୍‌ କରିବା ସହ ଆତଙ୍କବାଦ ବିରୁଦ୍ଧରେ ଭାରତ ଯୁଦ୍ଧ ଆରମ୍ଭ କରିଥିବାରୁ ସେ ସେନାକୁ ସାଲ୍ୟୁଟ୍‌ କରିଛନ୍ତି।

ସେ ଭରତର ଏୟାରଫୋରସେ କୁ ପ୍ରଶଂସା କରି ଏହା ଭାରତାର ପୁଲମଅଟ୍ଟକଙ୍କ ମୃତ୍ୟୁର ପ୍ତତିଶୋଧ ନିଆଗଲା ବୋଲି କହିଛନ୍ତି। ସେ ଏହି ବାଲୁକା କଳାରେ ଫାଇଟ ଏଗେଇଣ୍ସ୍ଟ ଟେରରିଜିମ ବୋଲି ଊଲ୍ଲେଖ କରିଛନ୍ତି।

 

ପଢନ୍ତୁ;ପାକିସ୍ତାନର ପ୍ରତିଆକ୍ରମଣ ଆଶଙ୍କା : ସୀମାନ୍ତ ରାଜ୍ୟରେ ହାଇ ଆଲର୍ଟଜାରି

Related posts

ଆଉ ଏକ ଲଘୁଚାପ ଆଶଙ୍କା,୧୪ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ENO Beuro

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ENO Beuro

ଫନି’ ବିପନ୍ନଙ୍କୁ ୧୦ ଲକ୍ଷ ଲିଟର କିରୋସିନୀ ସହାୟତା କରିବ ପେଟ୍ରୋଲିୟମ ମନ୍ତ୍ରାଳୟ

Ratnamani Moharana

Leave a Comment