SPORTS

ମା’ ହେଲେ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା

mirza

ଟେନିସ ଖେଳାଳୀ ସାନିଆ ମିର୍ଜା  ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମା’ ଓ ପୁଅ ସୁସ୍ଥ ଥିବା ନେଇ ପାକିସ୍ତାନୀ କ୍ରିକେଟର ତଥା ସାନିଆଙ୍କ ସ୍ବାମୀ ସୋଏବ ମଲିକ ପ୍ରକାଶ କରିଛନ୍ତି। ବଦୁବିବାଦ ପରେ ସୋଏବ ଓ ସାନିଆ ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଉଭୟ ନିଜ କ୍ୟାରିୟରକୁ ନେଇ ଖୁବ୍‌ ବ୍ୟସ୍ତ ଥିଲେ। ଗର୍ଭବତୀ ଥିବାରୁ କିଛି ମାସ ହେବ ଟେନିସରୁ ଦୂରେଇ ରହିଛନ୍ତି ସାନିଆ।

mirza

ଏହି ଖବର ସାନିଆ ନିଜେ ସୋସିଆଲ ମିଡିଆରେ ଯେତେବେଳେ ସେୟାର କଲେ ସେତେବେଳେ ସେ #babymirzamalik ହାସଟ୍ଯାଗ୍ ବ୍ଯବହାର କରିଥିଲେ । ଅନ୍ଯପଟେ ଯେତେବେଳେ ସାନିଆଙ୍କ ଭଉଣୀ ଅନମ ମିର୍ଜା ଏହି ଖବରକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ, ସେତେବେଳେ ଭାରତ ଏବଂ ପାକିସ୍ତାନର ବହୁତ ଲୋକେ #babymirzamalik ଙ୍କ ସ୍ବାଗତ କରିବା ସହ ବହୁତ ସାରା ଆଶିର୍ବାଦ ମଧ୍ଯ ଦେଉଛନ୍ତି ।

ପଢନ୍ତୁ; ଟୋକିଓ ‘ମେକ ଇନ ଇଣ୍ଡିଆ’ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Related posts

ବାଙ୍ଗାଲୋରକୁ ୬ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

Ratnamani Moharana

୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!

ENO Beuro

ସଫଳତାର ସ୍ଵାଦ, ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ହରାଇଲେ ଭାରତୀୟ କ୍ରିକେଟ୍‌ ଦଳ

ENO Beuro

Leave a Comment