Loading...

ଅଧ୍ୟୟନରୁ ସାଂଘାତିକ ସତ, ସାନିଟାରି ନାପକିନରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ

ଅଧ୍ୟୟନରୁ ସାଂଘାତିକ ସତ, ସାନିଟାରି ନାପକିନରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ

ସାନିଟାରି ନାପକିନରେ ହାନିକାରକ କେମିକାଲ । ଭାରତରେ ମିଳୁଥିବା କେତକ ସାନିଟାରି ନାପକିନ୍ ବ୍ୟବହାରରୁ ଶରୀରରେ ସୃଷ୍ଟି ହେଉଛି ରୋଗ ସୃଷ୍ଟି ହେଉଛି । ଇନଭାଇନମେଣ୍ଟାଲ ଏନଜିଓ ଟକ୍ସିକସ ଲିଙ୍କର ଏକ ଅଧ୍ୟୟନକୁ ମିଳିଛି ଏଭଳି ସାଂଘାତିକ ତଥ୍ୟ ।

ସାନିଟାରି ନାପକିନରେ ହାନିକାରକ କେମିକାଲ । ଭାରତରେ ମିଳୁଥିବା କେତକ ସାନିଟାରି ନାପକିନ୍ ବ୍ୟବହାରରୁ ଶରୀରରେ ସୃଷ୍ଟି ହେଉଛି ରୋଗ ସୃଷ୍ଟି ହେଉଛି । ଇନଭାଇନମେଣ୍ଟାଲ ଏନଜିଓ ଟକ୍ସିକସ ଲିଙ୍କର ଏକ ଅଧ୍ୟୟନକୁ ମିଳିଛି ଏଭଳି ସାଂଘାତିକ ତଥ୍ୟ । ସାନିଟାରି ନାପକିନ୍ ତଥା ପ୍ୟାଡ ବ୍ୟବହାର ଦ୍ୱାରା ମହିଳାଙ୍କ ଶରୀରରେ ମଧୁମେୟ, କ୍ୟାନସର ଏବଂ ହୃଦରୋଗ ହେଉଥିବା ନେଇ ପ୍ରକାଶିତ ରିପୋର୍ଟ ‘ମେନଷ୍ଟୁଆଲ ୱେଷ୍ଟ୍-୨୦୨୨’ରେ ପ୍ରକାଶ ପାଇଛି । ନାପକିନରେ ବ୍ୟବହାର ହେଉଥିବା ହାନିକାରକ ବା ରାସାୟନିକ ପଦାର୍ଥର ବ୍ୟବହାର ଯୋଗୁ ଏଭଳି ରୋଗ ହେଉଥିବା ରିପୋର୍ଟରେ କୁହାଯାଇଛି । ଭାରତରେ ବିକ୍ରି ହେଉଥିବା ୧୦ ପ୍ରକାର ପ୍ୟାଡରେ ଥୋଲେଟ୍ସ ବ୍ୟବାହର କରାଯାଉଛି । ଯାହା ପ୍ଲାସଟିକ୍କୁ ଦିର୍ଘସ୍ଥାୟୀ କରିବା ଲାଗି ବ୍ୟବାହାର କରାଯାଇଥାଏ । ଥୋଲେଟ୍ସ ବ୍ୟବହାର ଦ୍ୱାରା ମଧୁମେୟ, କର୍କଟ ଏବଂ ହୃଦରୋଗଜନିତ ରୋହ ସୃଷ୍ଟି କରିଥାଏ । ସେହିପରି ବ୍ୟବାହାର ଭୋଲାଟାଇଲ ଅର୍ଗାନିକ୍ କମ୍ପାଉଣ୍ଡସ ଯୋଗୁ ଆଜମା, କର୍କଟ ରୋଗ ସହ ଯୌନାଙ୍ଗଙ୍କୁ ବିଶେଷଭାବେ ପ୍ରଭାବିତ କରୁଥିବା ଜଣାପଡିଛି । ବ୍ୟବାହାର ହେଉଥିବା ଅର୍ଗାନିକ ପ୍ୟାଡରେ ସର୍ବାଧିକ ୧୯ ହଜାର ୪୬୦ ମାଇକ୍ରୋଗଆମ ଥିବା ଜଣାପଡିଛି । ପ୍ୟାଡରେ ନମନିୟତା ପାଇଁ ଲିକୁଇଡ୍ ଫର୍ମରେ ଥିବା ବହୁ ପ୍ଲାଷ୍ଟିକ୍ ପଦାର୍ଥ ବର୍ତ୍ତମାନ ପ୍ୟାଡରେ ବ୍ୟବହାର କରଯାଉଛି । ହେଲେ ଏହି ପଦାର୍ଥର ଶରୀର ପାଇଁ କ୍ଷତିକାରଣ । ତେଣୁ ସରକାର ଏହା ଉପରେ ପଦକ୍ଷେପ ନେବା ଆବଶ୍ୟକ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.