Loading...

ବେଟିଂ ଆପର ପ୍ରମୋଶନ କରି ସଂଜୟ ଦତ୍ତ, ରାପର ବାଦଶାହାଙ୍କ ନାରେ ସାଇବର ଥାନାରେ ଏଫଆଇଆର

ଅଡୁଆରେ ବଲିଉଡ ଅଭିନେତା ସଂଜୟ ଦତ ଓ ରାପର ବାଦଶାହା । ଅଭିଯୋଗ ଘେରରେ ଥିବା ଫେୟାରପ୍ଲେ ଅନଲାଇନ ବେଟିଂ ଆପରେ ଆଇପିଏଲର ପ୍ରଚାର କରିବା ଅଭିଯୋଗରେ ମୁମ୍ବାଇ ସାଇବର ଥାନାରେ ଏଫଆଇଆର ରୁଜୁ କରାଯାଇଥିବା ସୂଚନା ମିଳିଛି । ସୋମବାର ମୁମ୍ବାଇ ଥାନାରେ ପହଁଚି ଜେରାର ସମ୍ମୁଖୀନ ହୋଇଛନ୍ତି ବାଦଶାହା ।

ସୂଚନାନୁସାରେ, ଅଭିଯୋଗ ଘେରରେ ଥିବା ମହାଦେବ ଅନଲାଇନ ବେଟିଂ ଆପ ଓ ଫେୟାରପ୍ଲେ ଆପର କନେକ୍ସନ ରହିଛି । ନିକଟରେ ପ୍ରବର୍ତନ ନିର୍ଦ୍ଦେଶାଳୟ ମନିଲଡ୍ରିଂ ମାମଲା ସହ ମହାଦେବ ଆପକୁ ତଦନ୍ତ ପରିସର ଭୁକ୍ତ କରିବା ସହ ମାମଲାରେ କିଛି ବଲିଉଡ କଳାକାରଙ୍କୁ ଜେରା ପାଇଁ ସମନ ପଠାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.