Entertainment

ସଡକ ସିନେମାର ସୀକ୍ୱେଲରେ ନଜର ଆସିବେ ସଂଜୟ ଦତ

୨୭ ବର୍ଷ ପରେ ପୁଣି ‘ସଡକ ୨’ରେ ସଂଜୟ ଦତ

୨୭ ବର୍ଷ ପରେ ସଂଜୟ ଦତ ଓ ପୂଜା ଭଟ୍ଟଙ୍କ ଯୋଡିକୁ ଆଉ ଥରେ ପୁଣି ଦର୍ଶକଙ୍କୁ ଦେଖିବାକୁ ପାଇବେ । କାରଣ ବଲିଉଡର ବିଶିଷ୍ଟ ଡାଇରେକ୍ଟର ମହେଶ ଭଟ୍ଟ ୧୯୯୧ ରେ ହିଟ୍ ଫିଲ୍ମ ସଡକର ସୀକ୍ୱେଲ ତିଆରି କରିବାକୁ ଯାଉଛନ୍ତି । ଫିଲ୍ମିର ବାକି କଳାକାରଙ୍କ ବିଷୟରେ କିଛି କୁହାଯାଇନାହିଁ । କିନ୍ତୁ ସଡକ ୨’ସେଟର କିଛି ଫୋଟ ସାମନାକୁ ଆସିଛି ।

ଏହା ପୂର୍ବରୁ ପୂଜା ଭଟ୍ଟ ଏକ ଇଂଟରଭ୍ୟୁରେ କହିଛନ୍ତି କି ‘ସଡକ ୨ର ସବୁ ଫ୍ରେମରେ ସଂଜୟ ଦତ ରହିବେ । ଏଥିରେ ପୂଜାଙ୍କ ଚରିତ୍ର ଟିକେ ଅଲଗା ରହିଛି । ମହେଶ ଭଟ୍ଟ ‘ସଡକ ୨’ର ସ୍କ୍ରିପ୍ଟି୍ଙ୍ଗ ଏବଂ ପ୍ରଡକସନରେ ସାମିଲ ହେବ ।  ଏହି ସିନେମାଟି ଏହି ବର୍ଷ ଅଗଷ୍ଟ ୩୧ ରିଲିଜ ହୋଇପାରେ ।

ଏହି ଫଟୋଟି ମହେଶ ଭଟ୍ଟଙ୍କ ଝିଅ ଅଭିନେତ୍ରୀ ପୂଜା ଭଟ୍ଟ ନିଜ ଇଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି ।ପୂଜା ଫୋଟରେ କ୍ୟାପସନ ଲେଖିଛନ୍ତି କି ‘ ସଂଜୟଙ୍କୁ ମହେଶ ପଚାରୁଛନ୍ତି ଶିବ ପ୍ରକୃତରେ କ’ଣ ଅଟନ୍ତି’ ଶିବ ଶାନ୍ତରେ ଜ୍ଞାନର ପ୍ରକାଶକ, ରକ୍ଷକ, ଶିକ୍ଷକ ଅଟନ୍ତି ।

ଆମକୁ କେବଳ ସେତବେଳେ ଆରାମ ମିଳିବ ଯେତେବେଳେ ଆମେ ସେ ସବୁ ଜିନିଷ ତ୍ୟାଗ କରିବା ଯାହା ଆମର ସବୁଠୁ ପ୍ର୍ରିୟ ଏବଂ ସେହି ରୁଦ୍ରରେ ଶରଣ ମାଗିବା, ସେହି ଶକ୍ତି ଆଗରେ ଆତ୍ମ ସମର୍ପଣ କରିଦେବା’।

ପଢନ୍ତୁ ;

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Related posts

“ବୋବାଲ ଟୋକା”ର ଅଡିଓ ରିଲିଜ୍ ହେଲା

ENO Beuro

‘ବେଓ୍ଵଫା ବ୍ୟୁଟି’ ଆଇଟମ୍‌ ନମ୍ବର ଗୀତରେ ନଜର ଆସିବେ ଏହି ହେରୋଇନ 

ENO Beuro

ଭାଲେନଟାଇନସ୍ ଡେ ରେ ପରଦାକୁ ଆସିବା ‘ଗଲି ବୟ’

ENO Beuro

Leave a Comment