ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

ସୋସିଆଲ ମିଡିଆରେ ମଚାଇଲା ବୋବାଲ ରଣବୀର କପୂର

ରାଜକୁମାର ହୀରାନିଙ୍କ ମୋଷ୍ଟ ଅବିଟେଡ ଫିଲ୍ମ (ସଞ୍ଜୁ) ର ଟିଜର ଆଜି ରିଲିଜ ହୋଇଛି। ଟିଜରକୁ ଦେଖିଲେ ଆପଣ ଚିହ୍ନି ପାରିବେନି ପାରିବେନି ସଂଜୟ ଦତ ଓ ରଣବୀରଙ୍କ ମଧ୍ୟରେ ଫରକ । ଚାଲିବା, ବୁଲିବା, ଲୁକ ଠାରୁ ଆରମ୍ଭ କରି କହିବା ପର୍ଯ୍ୟନ୍ତ ରଣବୀର କପୁର ସଂଜୟ ଦତଙ୍କୁ ଗୋଳି ବାଟି ପିଇବା ଭଳି ଲାଗୁଛନ୍ତି। ଏହା କହିଲେ ମଧ୍ୟ ଭୁଲ ହେବ ନାହିଁ ଯେ, ସେ ପୁରାପୁରି ସଂଜୟ ଦତଙ୍କ କାର୍ବନ କପି ଭଳି ଲାଗୁଛନ୍ତି।

ଏହି ୮୫ ସେକେଣ୍ଟର ଭିଡିଓରେ ରଣବୀର ସଞ୍ଜୟଙ୍କ ଜୀବନର ସବୁ ଚର୍ଚ୍ଚିତ ଓ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ସଞ୍ଜୁ ଡ୍ରଗ୍ସ ନିଶାରେ ପଡି ଅସୁସ୍ଥ ହେବା ଘଟଣା ଠାରୁ ଆରମ୍ଭ କରି ଅଣ୍ଡର ୱାର୍ଡ ଲିଙ୍କ୍ ଓ ମୁମ୍ବାଇ ଆକ୍ରମଣ କେସ୍‌ରେ ଦୋଷୀ ସାବ୍ୟସ୍ତ ହେବା ଆଦି ସମସ୍ତ ଘଟଣା ଏହି ସ୍ୱଳ୍ପ ସମୟର ଭିଡିଓରେ ଦର୍ଶାଯାଇଛି। ଟିଜରରେ କେବଳ ରଣବୀର ହିଁ ଦେଖାଯାଇଛନ୍ତି। ତେବେ ଚଳଚ୍ଚିତ୍ରରେ ଅନ୍ୟ ମୁଖ୍ୟ କଳାକାର ଭାବେ ତମନ୍ନା , ସୋନମ କପୁର ,ଦିଆ ମିର୍ଜା ଏବଂ ମନୀଷା କୋଇରାଲା ଆଦି ନଜର ଆସିବେ।

ଏହି ‘ସଂଜୁ’ ସିନେମାର ନିର୍ଦ୍ଦେର୍ଶନା ଦେଇଛନ୍ତି ରାଜକୁମାର ହିରାନୀ। ଏଥିରେ ରଣବୀର କପୁର ସଂଜୟ ଦତ୍ତଙ୍କ ଯୁବାବସ୍ଥାରୁ ନେଇ ପୁନେର ୟେରବଡା ଜେଲରେ କଏଦୀ ହେବା ପର୍ଯ୍ୟନ୍ତ ପୂରା କାହାଣୀକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି। ଜଣେ ବ୍ୟକ୍ତି ଏବଂ ତାଙ୍କର ଭିନ୍ନ ଜୀବନଶୈଳୀକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ କରାଯାଇଛି।

ପଢନ୍ତୁ; ଏହି ଓଡିଆ ଫିଲ୍ମକୁ ମିଳିଛି ଆଉ ଏକ ଅପୂର୍ବ ସଫଳତା,ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”!

 

ଏହି ୮୫ ସେକେଣ୍ଟର ଭିଡିଓରେ ରଣବୀର ସଞ୍ଜୟଙ୍କ ଜୀବନର ସବୁ ଚର୍ଚ୍ଚିତ ଓ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି। - 4.3

85%

ଏହି ‘ସଂଜୁ’ ସିନେମାର ନିର୍ଦ୍ଦେର୍ଶନା ଦେଇଛନ୍ତି ରାଜକୁମାର ହିରାନୀ - 4.5

90%
4.4/5

Very Good!

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

ରାଜକୁମାର ହୀରାନିଙ୍କ ମୋଷ୍ଟ ଅବିଟେଡ ଫିଲ୍ମ (ସଞ୍ଜୁ) ର ଟିଜର ଆଜି ରିଲିଜ ହୋଇଛି। ଟିଜରକୁ ଦେଖିଲେ ଆପଣ ଚିହ୍ନି ପାରିବେନି ପାରିବେନି ସଂଜୟ ଦତ ଓ ରଣବୀରଙ୍କ ମଧ୍ୟରେ ଫରକ । ଚାଲିବା, ବୁଲିବା, ଲୁକ ଠାରୁ ଆରମ୍ଭ କରି କହିବା ପର୍ଯ୍ୟନ୍ତ ରଣବୀର କପୁର ସଂଜୟ ଦତଙ୍କୁ ଗୋଳି ବାଟି ପିଇବା ଭଳି ଲାଗୁଛନ୍ତି। ଏହା କହିଲେ ମଧ୍ୟ ଭୁଲ ହେବ ନାହିଁ ଯେ, ସେ ପୁରାପୁରି ସଂଜୟ ଦତଙ୍କ କାର୍ବନ କପି ଭଳି ଲାଗୁଛନ୍ତି।

No Votes Yet

You're not rated yet