EnewsOdia.Com

ଜାଲରେ ପଡ଼ିଲା ୨ କୁଇଣ୍ଟାଲର ସାଙ୍କୁଚ ମାଛ

କଟକ ଜିଲ୍ଲା ନିଆଳିରୁ ପ୍ରାୟ ୨ କୁଇଣ୍ଟାଲ୍ ଓଜନର ସାଙ୍କୁଚ ମାଛ ଉଦ୍ଧାର କରାଯାଇଛି।  ନିଆଳି ବିଳାଶୁଣି କନ୍ଦଳ ନଦୀର ବାଲିକୁଦ ଘାଟରେ କିଛି ବ୍ୟକ୍ତି ଆଜି ସକାଳେ ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା ଏହି ବଡ ସାଙ୍କୁଚ ମାଛ ।  ମତ୍ସ୍ୟଜୀବୀଙ୍କ ଜାଲରେ ଏତେ ବଡ ସାଙ୍କୁଚ ଧରାପଡିବା ବିରଳ ବୋଲି କୁହାଯାଉଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି।

ସାଙ୍କୁଚକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଛି।  ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚିବା ପରେ ମାଛଟିକୁ ପାଣିରେ ଛଡ଼ାଯିବ ନା ଅନ୍ୟ କିଛି ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।

ପଢନ୍ତୁ: ରାଜଧାନୀରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ନିଷିଦ୍ଧ ପ୍ଲାଷ୍ଟିକ୍ ସାମଗ୍ରୀ

ସମ୍ବନ୍ଧିତ ଖବର

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana

ଚୀନରୁ ନିଜ ଦେଶର ନାଗରିକଙ୍କୁ ଆଣିବନି ପାକିସ୍ତାନ

Ratnamani Maharana

ଏକ୍ସଟ୍ରା ମାରିଟିଆଲ ଆଫାୟର୍ସକୁ ନେଇ ବଢୁଛି ଭୁବନେଶ୍ୱରିଆଙ୍କ ଆଗ୍ରହ

Ratnamani Maharana

ଆଜିଠୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

Ratnamani Maharana

ବିଜେଡ଼ି ରାଲି ପାଇଁ ରାଜ୍ୟ ପୁଲିସକୁ ହାଇକୋର୍ଟର ଜବାବତଲବ

Ratnamani Maharana

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

Ratnamani Maharana