EnewsOdia.Com

ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ଦୁର୍ଘଟଣାରେ ଶିକାର ହୋଇଛନ୍ତି ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ। ସପିଂ କରି ସୋହନା ରୋଡରୁ ଫେରୁଥିବା ସମୟରେ ବାଟିକା ଛକରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସପନା ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣା ସଂପର୍କରେ ସପନା କାହାକୁ ସୂଚନା ନ ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ସୂଚନାଯୋଗ୍ୟ ଯେ ସନ୍ଧ୍ୟାରେ ସପନା କାରରେ ଡ୍ରାଇଭରଙ୍କ ସାଙ୍ଗରେ ଆସୁଥିଲେ। ପଛ ପଟୁ ତୀବ୍ର ଗତିରେ ଆସୁଥିବା ଏକ ଗାଡ଼ି ସପନାଙ୍କ ଫଚ୍ୟୁନର ଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ  ଘଟଣାସ୍ଥଳରୁ ଅନ୍ୟ ଗାଡ଼ି ଚାଳକ ଫେରାର୍ ହୋଇଯାଇଥିଲା। ଫଳରେ ଗାଡ଼ିର ନମ୍ବର କି ଚାଳକର ପରିଚୟ ମିଳିପାରିନାହିଁ।ଦୁର୍ଘଟଣାରେ ସପନାଙ୍କ ଗାଡ଼ି ଅଳ୍ପ କ୍ଷତିଗ୍ରସ୍ତ ହୋଇଛି। ବାଦଶାହପୁର ଥାନା ଅଧିକାରୀ ମୁକେଶ  କହିଛନ୍ତି କି ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଯଦି ଅଭିଯୋଗ ଆସିଥାନ୍ତା ତାହେଲେ ସେମାନେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ।

ପଢନ୍ତୁ: 4 tier କେକ୍‌ କାଟି ଜନ୍ମଦିନ ପାଳିଲେ ସଲମାନ

ସମ୍ବନ୍ଧିତ ଖବର

‘କୌନ ବନେଗା କରୋଡପତି’ରେ ଦୂତୀ ଚାନ୍ଦ

Ratnamani Maharana

ଦୀପିକା ପାଦୁକୋଣ ନିଜେ ନିର୍ମାଣ କରିବେ ‘ମହାଭାରତ’

Ratnamani Maharana

‘କାଇ ପୋ ଚେ’ର ଅଭିନେତା ଖେଳିବେ ଆଇପିଏଲ୍‌

Ratnamani Maharana

ରିଲିଜ ହେଲା ଛପାକର ପ୍ରଥମ ଗୀତ

Ratnamani Maharana

ବୟସର ୫୪ ତମ ପାହାଚରେ ପାଦ ଥାପିଲେ ସୁପରଷ୍ଟାର୍ କିଙ୍ଗ୍ ଖାନ୍

Ratnamani Maharana

ବାବୁସାନ ପ୍ରେମରେ ଅଶୋକ ପତି

Ratnamani Maharana