Entertainment Uncategorized

ସାରା ଅଲ୍ଲୀ ଖାନ ଛାଡିଲେ ମାଁ ଅମୃତା ସିଂହଙ୍କ ଘର,ଜାଣନ୍ତୁ କାହିଁକି

କେଦାରନାଥ ମୁଭିରୁ ନିଜ ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ସାରା ଅଲ୍ଲୀ ଖାନ ସିନେମା ଜଗତରେ ପାଦ ଦେଉ ଦେଉ ବେଶ ସଫଳତା ହାସଲ କରିଛନ୍ତି।ଏହାପରେ ରଣବୀର ସିଂଙ୍କ ସହିତ  “ସିମ୍ବା’ ଫିଲ୍ମରେ ମଧ୍ୟ ସେ ନଜର ଆସିଥିଲେ।ଏବେ ସାରା ନିଜର କିଛି ନୂଆ ପ୍ରୋଜେକ୍ଟକୁ ନେଇ ପୁଣି ଚର୍ଚ୍ଚାରେ  ଅଛନ୍ତି। ସାରା ନିଜ ମା’ ଅମୃତା ସିଂଙ୍କ ଘର ଛାଡ଼ି ଦେଇଛନ୍ତି।

ସାରାଙ୍କୁ ନିଜ ମା ଅମୃତା ସିଂଙ୍କ ଘରୁ ସିଫ୍ଟ କରିଥିବା ଫଟୋଗ୍ରାଫର୍ ସ୍ପଟ୍‌ କରିଛନ୍ତି

ସେ ମଧ୍ୟ ଇନଷ୍ଟାଗ୍ରାମ ନିଜର ଫୋଟୋ ସେୟାର କରି ଏକ କ୍ୟାପସନ ଦେଇଛନ୍ତି”ଏକ ନୂଆ ଆରମ୍ଭ” ଏଥିରେ ପୁରା ଜଣାଯାଉଛି ଯେ ସେ ନିଜ ଘର ଶିଫ୍ଟ କରିଛନ୍ତି।ସୈଫ ଅଲି ଖାନଙ୍କ ଲାଡଲୀ ସାରା ନିଜ ମାଁ ଅମୃତାଙ୍କ ଘରୁ ଜିନିଷ ପତ୍ର ସିଫ୍ଟ କରୁଥିଲେ।।ମା ବାପାଙ୍କ ଘର ଛାଡି ଅଲଗା ରହିବା ବଲିଉଡ ଷ୍ଟାରକିଡସ୍‌ଙ୍କର ଟ୍ରେଣ୍ଡ ହୋଇଯାଇଛି। ସାରାଙ୍କ କେସ୍‌ କିନ୍ତୁ ଅଲଗା,ତାଙ୍କ ମାଁ ସହ ତାଙ୍କର କୌଣସି ଝଗଡା ହୋଇନାହିଁ। ବଲିଉଡ ଷ୍ଟାରକିଡ ବରୁଣ,ଆଲିୟା,ରଣବୀରଙ୍କ ଭଳି ସେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛନ୍ତି।ସାରା ମଧ୍ୟ ଇଣ୍ଡିପେନଡେଣ୍ଟ ରହିବାର ମଜା ନେବାକୁ ଚାହୁଁଛନ୍ତି

ପଢନ୍ତୁ:ଅନ୍ୟର ଏହି ୬ଟି ଜିନିଷ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ

Related posts

ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ଵାରିକର୍‌ ଫିଲ୍ମରେ ସାରାଙ୍କୁ ଦେଖିବାକୁ ମିଳିବ

ENO Beuro

ସୋସିଆଲ ମିଡିଆରେ ଭାଇରାଲ ହେଲା ବର୍ଷାଙ୍କ ହୃଦୟର କଥା!

ENO Beuro

ବଲିଉଡ ନାୟିକା ବିପାସା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି !

ENO Beuro

Leave a Comment