Celebs News

ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ଙ୍କୁ ସାରଳା ସ୍ମୃତିସମ୍ମାନ ରେ ସମ୍ମାନିତ କରାଯିବ

ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ଙ୍କୁ ସାରଳା ସ୍ମୃତିସମ୍ମାନ ରେ ସମ୍ମାନିତ କରାଯିବ । ସୁନାମଧାନ୍ୟ ସାହିତିକା ସାରଳା ଦେବୀଙ୍କ ଜୟନ୍ତୀ ଅବସରରେ ଆଜି ସମାଜସେବୀ ତୁଳସୀ ମୁଣ୍ଡାଙ୍କୁ ସମ୍ମାନିତ କରାଯିବ । ତୁଳସୀ ମୁଣ୍ଡା ତାଙ୍କ ଜୀବନରେ ବହୁ ଜନହିତକର କାର୍ୟ୍ୟ କରିବା ସହ ନାରୀମାନଙ୍କ ପାଇଁ ମଧ୍ୟ ସ୍ୱର ଉଠାଇଛନ୍ତି । 

ନାରୀ ଜାତି ଓ ଶିଶୁ ମାନଙ୍କ ପାଇଁ ସେ ବହୁତ ହିତକର କାର୍ଯ୍ୟ ମଧ୍ୟ କରିଛନ୍ତି । ଶିଶୁ ମାନଙ୍କର ଉଚ ଶିକ୍ଷା ପାଇଁ ସୁବିଧା କରାଇଛନ୍ତି ।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କଟକ ସାରଳା ସ୍ମୃତି ସଦନରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପୁରସ୍କାରରେ ତୁଳସୀ ମୁଣ୍ଡାଙ୍କୁ ୧୧ ହଜାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ । ଏହାସହ ଡଃ ପ୍ରତିଭା ଶତପଥୀଙ୍କ ଲିଖିତ ସରଳା ଦେବୀ ପୁସ୍ତକ ମଧ୍ୟ ଆଜି ଉନ୍ମୋଚନ ହେବ । 

ଏହି ଉତ୍ସବରେ ବିଶିଷ୍ଟ ଲେଖିକା ଡଃ ପ୍ରତିଭା ଶତପଥୀଙ୍କ ଲିଖିତ ସରଳା ଦେବୀ’ ପୁସ୍ତକ ମଧ୍ୟ ଉନ୍ମୋଚନ ହେବାର କାର୍ୟ୍ୟକ୍ରମ ରହିଛି ।

ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ଙ୍କୁ ସାରଳା ସ୍ମୃତିସମ୍ମାନ ରେ ସମ୍ମାନିତ କରାଯିବ

ତୁଲସୀ ମୁଣ୍ଡା ବିୟପିକ ବିଷୟରେ ଅଧିକ ଜାଣନ୍ତୁ

Related posts

ସଲ୍ମାନ ଖାନ ଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ! କାରଣ କ’ଣ,ଆସନ୍ତୁ ଜାଣିବା

ENO Beuro

Best Ollywood On Screen Couples With Amazing Chemistry

ENO Beuro

Ollywood Megastar Arindam Roy’s Marriage Held On Sunday At Bhubaneswar

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More