POLITICALS

କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

ରାହୁଲଙ୍କୁ ଭେଟିଲେ ଶତ୍ରୁଘ୍ନ, ଏପ୍ରିଲ ୬ରେ କଂଗ୍ରେସରେ ଯୋଗ ଦେବେ

ପ୍ରସିଦ୍ଧ ଅଭିନେତାରୁ ଲୋକପ୍ରିୟ ରାଜନେତା  ହୋଇପାରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗ ଦେବେ। ବିଜେପିରୁ ଦଳୀୟ ଟିକେଟ ନପାଇ ସେ ଯୋଗ ଦେଉଛନ୍ତି କଂଗ୍ରେସରେ। ବିଜେପିରୁ ବାହାରିଲାପରେ ସେ କଂଗ୍ରେସରେ ଯୋଗ ଦେବାନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। ସୂଚନାନୁସାରେ ଶତ୍ରୁଘ୍ନ କଂଗ୍ରେସରେ ଯୋଗ ଦେବା ପରେ ପାଟନାସାହେବ  ଆସନରୁ ନିର୍ବାଚନ ଲଢିବେ ବୋଲି  ସ୍ପଷ୍ଟ କରିଛନ୍ତି। ତେବେ ଶତ୍ରୁଘ୍ନ କଂଗ୍ରେସରେ ଯୋଗ ଦେବାନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଥୋକ୍ତି ମିଳିନାହି।

 

ଆସନ୍ତା ନବରାତ୍ରି  ଅର୍ଥାତ ଏପ୍ରିଲ ୬ରେ ସେ କଂଗ୍ରେସରେ ସାମିଲ ହେବେ ବୋଲି କହିଛନ୍ତି। ଏହି ଅବସରରେ ସେ କହିଛନ୍ତି, ନବରାତ୍ରି ଏକ ଶୁଭଦିନ । ଏଣୁ ଏଭଳି ଏକ ଭଲ କାମର ଶୁଭାରମ୍ଭ ନବରାତ୍ରି ପରି ଏକ ଶୁଭ ଦିନରୁ କରିବେ ବୋଲି କହିଛନ୍ତି ଶତ୍ରୁଘ୍ନ
ପଢନ୍ତୁ: ମିରଟରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମୋଦି

Related posts

ଭୋଟରଙ୍କ ମନ ଜିଣିବା ପାଇଁ ସମ୍ବିତ ପାତ୍ରଙ୍କ ନୂଆ ପ୍ରୟାସ: ତେଲୁଗୁ ଭାଷାରେ ଗାଇଲେ ଗୀତ

Ratnamani Moharana

ବିଜେଡି ନେତା ଯଶୋବନ୍ତ ହତ୍ୟା ଘଟଣାର ପର୍ଦାଫାସ: ଠିକା କାମକୁ ନେଇ ହୋଇଥିଲା ହତ୍ୟା!

ENO Beuro

କଂଗ୍ରେସକୁ ଆଉ ଏକ ଝଟକା: ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

Ratnamani Moharana

1 comment

Leave a Comment