Loading...

ଶନିବାରରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ଶନିବାରରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ବାର ମଧ୍ୟରୁ ମଙ୍ଗଳ ବାରର ବିଶେଷ ମହତ୍ୱ ରହିଛି । ମଙ୍ଗଳବାରର କାରକ ଗ୍ରହ ହେଉଛନ୍ତି ମଙ୍ଗଳ । ଶାସ୍ତ୍ର ଅନୁଯାୟୀ ଏହି ଦିନ କିଛି କାମ କରିବା ପାଇଁ ମନା କରାଯାଇଛି ।

ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ବାର ମଧ୍ୟରୁ ମଙ୍ଗଳ ବାରର ବିଶେଷ ମହତ୍ୱ ରହିଛି । ମଙ୍ଗଳବାରର କାରକ ଗ୍ରହ ହେଉଛନ୍ତି ମଙ୍ଗଳ । ଶାସ୍ତ୍ର ଅନୁଯାୟୀ ଏହି ଦିନ କିଛି କାମ କରିବା ପାଇଁ ମନା କରାଯାଇଛି । ଯେଉଁ ବ୍ୟକ୍ତି ମଙ୍ଗଳବାର ଏହି ସବୁ କାମ କରନ୍ତି ତେବେ ତାଙ୍କର ଧନ ହାନି ହେବା ସହ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କେଉଁ କାମ କରିବା ଉଚିତ୍ ନୁହେଁ ।

– ମଙ୍ଗଳବାର ଦିନ କେଶ କିମ୍ବା ଦାଢି କାଟିବା ଅଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ ଏହି କାମ କରିବା ଦ୍ୱାରା ମଙ୍ଗଳ ଦୋଷ ଲାଗିଥାଏ ଏବଂ ରକ୍ତ ସମ୍ବନ୍ଧୀୟ ଅନେକ ରୋଗ ହୋଇଥାଏ ।

– ମଙ୍ଗଳବାର ଦିନ ନଖ କାଟିବା ଉଚିତ୍ ନୁହେଁ । ଏଭଳି କରିବା ଅଶୁଭ ହୋଇଥାଏ । ଏହି ଦିନ ନଖ କାଟିବା ଦ୍ୱାରା ବ୍ୟକ୍ତିଠାରେ ମଙ୍ଗଳ ଦୋଷ ବଢିଥାଏ ।

– ଏହ ଦିନ କାହାରି ଠାରୁ ଋଣ ନିଅନ୍ତୁ ନାହିଁ କି କାହାରିକୁ ଋଣ ଦିଅନ୍ତୁ ନାହିଁ । ଶାସ୍ତ୍ର ଅନୁଯାୟୀ ଏଭଳି କରିବା ଦ୍ୱାରା ଧନ ହାନି ହୋଇଥାଏ ।

– ଯଦି ଆପଣ ହନୁମାନଙ୍କ ଭକ୍ତ ତେବେ ମଙ୍ଗଳବାର ଦିନ ଭୁଲ୍ ରେ ବି ଅମୀଷ ଏବଂ ମଦ୍ୟପାନ ସେବନ କରନ୍ତୁ ନାହିଁ । ଏହାସହିତ ଯେଉଁ ଭକ୍ତ ମଙ୍ଗଳବାର ଦିନ ହନମାନଙ୍କୁ ଦର୍ଶନ କରିଥାନ୍ତି ତାଙ୍କର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.