27 C
Bhubaneswar
October 24, 2020
EnewsOdia.Com
ବାସ୍ତୁ

ଶନିବାର ଏହି ଦ୍ରବ୍ୟ କିଣିଲେ ଆସେ ର୍ଦୁଭାଗ୍ୟ

ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କର ପ୍ରଭାବ ଜୀବନରେ ପଡ଼ିଥାଏ। ଏହାର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ନିଜ କର୍ମ ଉପରେ ହିଁ ନିର୍ଭର କରିଥାଏ। ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ଆମେ ଶନିବାରରେ କିଣିବା ଦ୍ୱାରା ଶନିଙ୍କର କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ତାହା କ’ଣ।

ଲୁହା

ଶନିବାରରେ ଘରକୁ ଲୁହା କିମ୍ବା ଲୁହା ଜାତୀୟ ଦ୍ରବ୍ୟ କିଣିବା ଉଚିତ ନୁହେଁ। ଏହା ଦ୍ୱାରା ଶନି କ୍ରୋଧ କରିଥାଆନ୍ତି ଓ ଧନହାନୀ ମଧ୍ୟ ହୋଇଥାଏ।
ଏହି ଦିନ ଲୁହା ଦ୍ରବ୍ୟ ଦାନ କରିବା ଶୁଭ ଅଟେ।

ଲୁଣ 

ଏହି ଦିନ ଲୁଣ କିଣିବା ଉଚିତ ନୁହେଁ, ଏହା ଦ୍ୱାରା ଘରେ ଦାରିଦ୍ର୍ୟ ଆସିଥାଏ ଓ କରଜର ପରିମାଣ ମଧ୍ୟ ବଢିଥାଏ।

ତେଲ 

ଏହି ଦିନ ତେଲ କିଣିବା ଉଚିତ ନୁହେଁ। ମାତ୍ର ତେଲ ଦାନ କରିବା ଉଚିତ। ଏହା ଦ୍ୱାରା ଗ୍ରହ ଦୋଷ କଟିଥାଏ।

କାଠ 

ଏହି ବାରରେ କାଠ କିମ୍ବା କାଠ ଜାତୀୟ ଦ୍ରବ୍ୟ କିଣିବା ଉଚିତ ନୁହେଁ । ଏହା ଦ୍ୱାରା ଗୃହରେ କଳହ ସୃଷ୍ଟି ହୋଇଥାଏ।

ଝାଡୁ

ଏହି ବାରରେ ଝାଡ଼ୁ ମଧ୍ୟ କିଣିବା ଉଚିତ ନୁହେଁ । ଏହା ଦ୍ୱାରା ପରିବାରର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

ପଢନ୍ତୁ: ପୁରୁଣା ଖବରକାଗଜକୁ ଘରକରଣା କାମରେ ବ୍ୟବହାର କରନ୍ତୁ, ଜାଣନ୍ତୁ କିପରି

Related posts

ଆପଣାନ୍ତୁ ରାବଣଙ୍କର ଏହି ନୀତି ବର୍ଷିବ ଧନ

Ratnamani Maharana

ଆକ୍ୱାରିୟମ୍‌ରେ କେତୋଟି ମାଛ ରଖିଲେ କଟିବ ବାସ୍ତୁଦୋଷ ?

Ratnamani Maharana

ଯଦି ବାଟରେ ବିଲେଇ ଆପଣଙ୍କ ରାସ୍ତା କାଟେ, ତାହେଲେ ଜାଣନ୍ତୁ କଣ କହୁଛି ଶାସ୍ତ୍ର

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More