• Home
  • Celebs News
  • ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର “ପ୍ରେମ ନା ଆଉ କିଛି” ରେ ଗୀତ ଗାଇଲେ ସତ୍ୟଜିତ ଜେନା
Celebs News Video

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର “ପ୍ରେମ ନା ଆଉ କିଛି” ରେ ଗୀତ ଗାଇଲେ ସତ୍ୟଜିତ ଜେନା

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର “ପ୍ରେମ ନା ଆଉ କିଛି” ରେ ଗୀତ ଗାଇଲେ ସତ୍ୟଜିତ ଜେନା । ତାଙ୍କ ମଧୁର ସ୍ଵରରେ “ବାୱାରା ମୁଁ ହେଲିରେ” ଗୀତଟି ସଜାଯାଇଛି । ଏହା ତାଙ୍କର ଓଡିଆ ସିନେମା ପ୍ରତି ପ୍ରଥମ ଅବଦାନ । ସତ୍ୟଜିତ ଜଣେ ସୁଗାୟକ ଜିଏକି ଅତି କମ ବୟସରୁ ଜୀ ଟିଭି ର ଜାତୀୟ ସ୍ତରର ରିଆଲିଟି ଶୋ ସା ରେ ଗା ମା ଲିଲ ଚାମ୍ପ୍ସର ଜଣେ ପ୍ରଭାବଶାଳି ପ୍ରତିଯୋଗୀ ରହିଆସିଛନ୍ତି । ବହୁ ବଲିଉଡ ଗୀତରେ ମଧ୍ୟ ସେ କଣ୍ଠଦାନ କରିସାରିଛନ୍ତି ।

ସାଇ ସୁହାନା ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ଏହି ସିନେମା ପ୍ରେମ ନା ଆଉ କିଛି ର ନିର୍ଦେଶନା ଦେଇଛନ୍ତି ଜଗବନ୍ଧୁ ବେହେରା । ଦେବାଶିଷ ନାନା ଓ ସତ୍ୟବ୍ରତ ଶ୍ରୀଚନ୍ଦନ ପ୍ରଯୋଜନାରେ ଅଛନ୍ତି ।

ସତ୍ୟରଞ୍ଜନ ବଳଙ୍କ ବଳିଷ୍ଠ ଲେଖାକୁ ସୁମଧୁର ସ୍ଵରରେ ସଜାଇଛନ୍ତି ବିଖ୍ୟାତ କଣ୍ଠଶିଳ୍ପୀ ତଥା ସଂଗୀତା ନିର୍ଦେଶକ ଟି ସୌରି । ଏଥିରେ ୬ ଟି ଗୀତ ଅଛି । ସବୁଗୁଡିକ ଗୀତ ସିନେମାର କାହାଣୀ କୁ ସଂଯୋଗ କଲା ଭଳି ହେଇଛି ଏବୋଂ ଗୀତାଗୁଡିକୁ ହୃଦୟସ୍ପର୍ଶୀ କରିବା ପାଇଁ ପୁରା ଟିମ କଠିନ ପରିଶ୍ରମ କରିଛନ୍ତି ।

ସୁମନ ଦାସ, ବିଷ୍ଣୁ ମୋହନ କବି, ସତ୍ୟଜିତ ଜେନା, ମାଧବ ଦାଶ, ଅଣନୟା ଶ୍ରିତମ ନନ୍ଦ ଏବୋଂ ନିକି ପ୍ରଭୁତି ସୁପରିଚିତ କଣ୍ଠଶିଳ୍ପୀ ଏଥିରେ କାନ୍ଥଦାନ କରିଛନ୍ତି ।

Related posts

The Celebration – Doesn’t Need Wealth | Raksha Bandhan Special – HD Video

Krishna Kumar Manoj

“Sunday Re Mora Beer Party” Song Making HD Video Of Tamaku Dekhila Pare

Krishna Kumar Manoj

Satyajit Jena Made His Bollywood Debut With Popular Singer Sunidhi Chauhan

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More